ରାଜ୍ୟ ଖାଲି ପଡ଼ିଛି ୩୧% ସର୍ବଭାରତୀୟ ଅଧିକାରୀ ପଦବୀ, ମୁଖ୍ୟମନ୍ତ୍ରୀ କହିଲେ ସଂଯୋଜନା ଚାଲିଛି

ରାଜ୍ୟର ବିଭିନ୍ନ ପ୍ରମୁଖ ପଦପଦବୀରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ଅଧିକାରୀଙ୍କ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି। ଏପରିକି ଯେତିକି ପଦବୀ ରହିବା କଥା ତାହାର ୭୦ ଭାଗରୁ କମ୍‍ ଅଧିକାରୀଙ୍କୁ ନେଇ କାମ ଚାଲିଛି। ଫଳରେ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ସଂଖ୍ୟାରେ ବିଭାଗ ଓ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି। ଏପରିସ୍ଥଳରେ ବିକାଶ ଇଞ୍ଜିନ୍‍ ଆଗକ

ରାଜ୍ୟ ଖାଲି ପଡ଼ିଛି ୩୧% ସର୍ବଭାରତୀୟ ଅଧିକାରୀ ପଦବୀ, ମୁଖ୍ୟମନ୍ତ୍ରୀ କହିଲେ ସଂଯୋଜନା ଚାଲିଛି

About the Author