ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ

ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ

ମିସେସ ଇଣ୍ଡିଆ ଗ୍ଲୋବାଲରେ ଭୁବନେଶ୍ବର ମହିଳା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିସ୍ ବର୍ଗରେ ମୟୂରଭଂଜ ଓ ଅନୁଗୋଳ ଝିଅ ରନର୍ସଅପ୍ ହୋଇଛନ୍ତି।

Nov 22, 2020, 06:44 PM IST
ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ

ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ

ମିସେସ ଇଣ୍ଡିଆ ଗ୍ଲୋବାଲରେ ଭୁବନେଶ୍ବର ମହିଳା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିସ୍ ବର୍ଗରେ ମୟୂରଭଂଜ ଓ ଅନୁଗୋଳ ଝିଅ ରନର୍ସଅପ୍ ହୋଇଛନ୍ତି।

Nov 22, 2020, 06:44 PM IST
ସଲାମ୍ ସାମ୍ବାଦିକ; କୋରୋନାରେ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

ସଲାମ୍ ସାମ୍ବାଦିକ; କୋରୋନାରେ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

ମାରାମାରୀ କୋରୋନାରେ ଗଲା ଆଉ ଜଣେ ଓଡିଆ ସାମ୍ୱାଦିକଙ୍କ ଜୀବନ। ଚିକିତ୍ସାଧିନ ଅବସ୍ଥାରେ ଆଜି ବରିଷ୍ଠ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନଙ୍କ ହୋଇଛି ଦେହାନ୍ତ।

Nov 5, 2020, 12:14 PM IST
समझदारी से करेंगे Credit Card का इस्तेमाल तो होंगे कई सारे फायदे

समझदारी से करेंगे Credit Card का इस्तेमाल तो होंगे कई सारे फायदे

कई लोग क्रेडिट कार्ड का इस्तेमाल बहुत लापरवाह तरीके से करते हैं, जिससे उनको आगे चलकर परेशानी उठानी पड़ती है. इस तरह के इस्तेमाल से क्रेडिट स्कोर (Credit Score) भी खराब होता है, जिससे भविष्य में किसी तरह का लोन मिलने में परेशानी हो सकती है.

Sep 28, 2020, 08:08 AM IST
ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

କିଶୋରନଗର ବ୍ଲକ୍ ଅଞ୍ଚଳରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୪ ଜଣ ଓ ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୨ ଜଣ ଅଟନ୍ତି ।

Jul 15, 2020, 07:22 AM IST
ଅନୁଗୋଳର ୬ ପଞ୍ଚାୟତ ସଟଡାଉନ୍

ଅନୁଗୋଳର ୬ ପଞ୍ଚାୟତ ସଟଡାଉନ୍

କୋରୋନା ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଓ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ସଟଡାଉନ ଘୋଷଣା କରାଯାଇଛି ।

Jul 14, 2020, 10:12 AM IST
ବିଧବା ମହିଳାଙ୍କ ସିନ୍ଥିରେ ଲାଗିଲା ସିନ୍ଦୁର

ବିଧବା ମହିଳାଙ୍କ ସିନ୍ଥିରେ ଲାଗିଲା ସିନ୍ଦୁର

ଜିଲ୍ଲାର କିଶୋରନଗର ଗମ୍ଭାରିମଳିହା ଗାଁର ଜଣେ ବିଧବାଙ୍କୁ ରାଇବାହାଲ ଗାଁର ଜଣେ ବ୍ୟକ୍ତି ବିବାହ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।  

Jun 12, 2020, 06:54 AM IST
କୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ !

କୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ !

ଏକ ପକ୍ସୋ ମାମଲାରେ ଢେଙ୍କାନାଳରୁ ଆସାମୀ ଗିରଫ ହୋଇଥିଲା । ଅନୁଗୋଳ ପୋଲିସ ଆସାମୀକୁ ଗିରଫ କରିଥିଲା । 

Jun 5, 2020, 10:37 PM IST
ଅନୁଗୋଳ କୋଭିଡ୍ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରଙ୍କୁ କୋରୋନା

ଅନୁଗୋଳ କୋଭିଡ୍ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରଙ୍କୁ କୋରୋନା

ଅନୁଗୋଳରେ ପୂର୍ବରୁ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ୩୨କୁ ବୃଦ୍ଧି ପାଇଛି ।

Jun 5, 2020, 10:10 PM IST
ଥକିନି ଶିଳ୍ପ, ଲକଡାଉନରେ କରିଛି ଭଲ ଉତ୍ପାଦନ

ଥକିନି ଶିଳ୍ପ, ଲକଡାଉନରେ କରିଛି ଭଲ ଉତ୍ପାଦନ

ସମସ୍ତେ ସୁସ୍ଥ ରହିବେ ଆଉ ସୁଧୁରିବ ଭାରତର ଅର୍ଥନୀତି । ଏହି ଉଦ୍ୟେଶ ରଖି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କାମ କରୁଥିବା ବେଳେ ସଫଳ ମଧ୍ୟ ହୋଇଛି ।

Jun 4, 2020, 05:40 PM IST
ଅନୁଗୁଳରେ ୬ ବର୍ଷର ବାଳକକୁ କୋରୋନା, ଜିଲ୍ଲାରେ ପଜିଟିଭ ମାମଲା ଛୁଇଁଲା ୨୭

ଅନୁଗୁଳରେ ୬ ବର୍ଷର ବାଳକକୁ କୋରୋନା, ଜିଲ୍ଲାରେ ପଜିଟିଭ ମାମଲା ଛୁଇଁଲା ୨୭

ଆସନ୍ତା କାଲି ଉକ୍ତ ବାଳକକୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭ରେ ପହଞ୍ଚିଛି । ଅନ୍ୟପକ୍ଷେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି ।  

Jun 2, 2020, 09:54 PM IST
पूरा देश 1 जून से होगा अनलॉक, इस मामले में बिल्कुल अलग है Lockdown 5.0

पूरा देश 1 जून से होगा अनलॉक, इस मामले में बिल्कुल अलग है Lockdown 5.0

लॉकडाउन 5.0 को अनलॉक 1 नाम दिया गया है और इसे तीन चरणों में बांटा गया है. 

मई 30, 2020, 07:53 PM IST
ଆସୁଛି ଶ୍ରମିକ ଟ୍ରେନ, ପୁରା ପ୍ରସ୍ତୁତି ନେଇଛି ଅନୁଗୋଳ ପ୍ରଶାସନ

ଆସୁଛି ଶ୍ରମିକ ଟ୍ରେନ, ପୁରା ପ୍ରସ୍ତୁତି ନେଇଛି ଅନୁଗୋଳ ପ୍ରଶାସନ

ଖୋଦ ଅନୁଗୋଳ ଜିଲ୍ଲାପାଳ ଓ ଏସପି ଏହାର ତଦାରଖ କରୁଛନ୍ତି । 

मई 25, 2020, 08:33 AM IST
ବିଷାକ୍ତ ବଳୟରୁ ସ୍ୱଚ୍ଛ ପବନ

ବିଷାକ୍ତ ବଳୟରୁ ସ୍ୱଚ୍ଛ ପବନ

ସୁଧୁରୁଛି ଅନୁଗୋଳ ବାୟୁମଣ୍ଡଳ

मई 18, 2020, 10:03 PM IST
ଖାଁ ଖାଁ ମା' ହିଙ୍ଗୁଳାଙ୍କ ପୀଠ

ଖାଁ ଖାଁ ମା' ହିଙ୍ଗୁଳାଙ୍କ ପୀଠ

କେହି ମା'ଙ୍କୁ ଦର୍ଶନ କରିବା ପାଇଁ ଆସୁନାହାନ୍ତି । ଶୁନଶାନ୍ ଲାଗୁଛି ମା'ଙ୍କ ମନ୍ଦିର । ମନ୍ଦିରରେ ପୋଲିସ ମୁତୟନ କରାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଭାଇରସର ଭୟଙ୍କର ରୂପେ ଦେଖା ଦେଇଥିବାରୁ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଯାତ୍ରାରେ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରାକୁ ବାରଣ କରାଯାଇଛି । 

Apr 7, 2020, 08:26 PM IST
ମନ୍ଦିର ପରିସରରେ ମାଂସ ରନ୍ଧା ଘଟଣା, ୩ ଗିରଫ

ମନ୍ଦିର ପରିସରରେ ମାଂସ ରନ୍ଧା ଘଟଣା, ୩ ଗିରଫ

ମହଙ୍ଗା ପଡ଼ିଲା ମାଂସ ରୋଷେଇ

Mar 30, 2020, 02:23 PM IST
କୋରୋନା ପାଇଁ ବାଉଁଶ ପକାଇ ଗାଁ ସିଲ କଲେ ଯୁବଗୋଷ୍ଠୀ

କୋରୋନା ପାଇଁ ବାଉଁଶ ପକାଇ ଗାଁ ସିଲ କଲେ ଯୁବଗୋଷ୍ଠୀ

ଅନୁଗୋଳ ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀ ଠାକୁରାଣୀଙ୍କ ରାଜ୍ୟ ପ୍ରସିଦ୍ଧ ବାର୍ଷିକ ଯାତ୍ରା ବିନା ଜନ ସମାଗମରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ଆୟୋଜିତ ମା ବାୟାଣୀଙ୍କ ଏହି ଯାତ୍ରା କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍‌ଲାଇନ ଯୋଗୁଁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି । 

Mar 26, 2020, 11:41 PM IST
ଦୋକାନ ବଜାର ବନ୍ଦ କଲା ପ୍ରଶାସନ , ତିନି ବ୍ୟବସାୟୀଙ୍କୁ ଥାନାରେ ଅଟକ

ଦୋକାନ ବଜାର ବନ୍ଦ କଲା ପ୍ରଶାସନ , ତିନି ବ୍ୟବସାୟୀଙ୍କୁ ଥାନାରେ ଅଟକ

 ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ଆସନ୍ତାକାଲି ଜିଲାରେ ବସ ଚଳାଚଳ ବନ୍ଦ ରହିବ ବୋଲି ଜିଲ୍ଲା ବସ ମାଲିକ ସଂଘ ସଭାପତି ମାନୁ ସାମଲ ସୂଚନା ଦେଇଛନ୍ତି । ସୋମବାର ବୈଠକ ପରେ ବସ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

Mar 21, 2020, 06:08 PM IST
କେନ୍ଦରା ଗୀତରେ କୋରୋନା ସଚେତନତା

କେନ୍ଦରା ଗୀତରେ କୋରୋନା ସଚେତନତା

ଯୁଗୀ ଘର ପୁଅ ନୁହନ୍ତି ତ୍ରିପୁର । କି କାନ୍ଧରେ ପକାଇ ନାହାନ୍ତି ଥାଳ । ହାତରେ କେନ୍ଦରା ବଜାଇ ସୁ ମଧୁର କଣ୍ଠରେ ଗୀତ ଗାଇ କୋରୋନା ପାଇଁ ଗାଁ ଗାଁ ବୁଲି କରୁଛନ୍ତି ସଚେତନ । ତାଙ୍କର ଏଭଳି ପ୍ରୟାସକୁ ସବୁଆଡୁ ମିଳୁଛି ପ୍ରଶଂସା ।

Mar 17, 2020, 09:09 PM IST
କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କୁ କଲା ହଟହଟା

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କୁ କଲା ହଟହଟା

ଚାପମୁକ୍ତ ନୁହେଁ, ପରୀକ୍ଷା ସମୟରେ ଜଣେ ଛାତ୍ରଙ୍କୁ ଚାପଗ୍ରସ୍ତ କରିଛି ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ । ଏଥିପାଇଁ ଛାତ୍ରଙ୍କୁ ହଟହଟା ହେବାକୁ ପଡିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ଅଭିଭାବକମାନେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରାୟ ୧ ଘଣ୍ଟା ପରେ ଛାତ୍ର ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା । 

Feb 20, 2020, 07:09 PM IST