Advertisement
Article Detail0/zeeodisha/odisha691600
Zee OdishaAngulକୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ !

କୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ !

ଏକ ପକ୍ସୋ ମାମଲାରେ ଢେଙ୍କାନାଳରୁ ଆସାମୀ ଗିରଫ ହୋଇଥିଲା । ଅନୁଗୋଳ ପୋଲିସ ଆସାମୀକୁ ଗିରଫ କରିଥିଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ରଘୁନାଥ ସାହୁ, ଅନୁଗୋଳ: କୋର୍ଟ ପରିସରରୁ ଆସାମୀ ଚମ୍ପଟ । ଅନୁଗୋଳ ଥାନାରୁ ପକ୍ସୋ କୋର୍ଟକୁ ଚାଲାଣ ବେଳେ ଚମ୍ପଟ ମାରିଛି ଆସାମୀ । ପରିସ୍ରା ଯିବା ବାହାନା କରି ପୋଲିସକୁ ଚକମା ଦେଇଦେଇଛି । ତେବେ ପୁଣିଥରେ ତାକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ କରୁଛି ଅନୁଗୋଳ ପୋଲିସ । 

ସୂଚନା ମୁତାବକ, ଏକ ପକ୍ସୋ ମାମଲାରେ ଢେଙ୍କାନାଳରୁ ଆସାମୀ ଗିରଫ ହୋଇଥିଲା । ଅନୁଗୋଳ ପୋଲିସ ଆସାମୀକୁ ଗିରଫ କରିଥିଲା । ତେବେ ତାକୁ ପକ୍ସୋ କୋର୍ଟରେ ହାଜର କରିବାକୁ ନିଆଯାଇଥିବା ବେଳେ ଖସି ପଳାଇଛି । ଆସାମୀକୁ ପୁଣିଥରେ ଧରିବା ପାଇଁ ଉଦ୍ୟମ କରୁଛି ଅନୁଗୋଳ ପୋଲିସ । 

Add Zee News as a Preferred Source
About the Author