ଖାଁ ଖାଁ ମା' ହିଙ୍ଗୁଳାଙ୍କ ପୀଠ

କେହି ମା'ଙ୍କୁ ଦର୍ଶନ କରିବା ପାଇଁ ଆସୁନାହାନ୍ତି । ଶୁନଶାନ୍ ଲାଗୁଛି ମା'ଙ୍କ ମନ୍ଦିର । ମନ୍ଦିରରେ ପୋଲିସ ମୁତୟନ କରାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଭାଇରସର ଭୟଙ୍କର ରୂପେ ଦେଖା ଦେଇଥିବାରୁ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଯାତ୍ରାରେ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରାକୁ ବାରଣ କରାଯାଇଛି ।

ଖାଁ ଖାଁ ମା' ହିଙ୍ଗୁଳାଙ୍କ ପୀଠ
Image Credit: ଫାଇଲ ଫଟୋ

About the Author