Viral Video : ଦିଲ୍ଲୀରେ 'ସିଂଘମ'ଙ୍କୁ ଆକ୍ରମଣ!

ଗତକାଲି ରାତିରେ ଅଭିନେତାଙ୍କୁ ଦିଲ୍ଲୀର ଏକ ପବ୍ ବାହାରେ କିଛି ଲୋକ ପିଟିଛନ୍ତି। ସେ ନିସାଶକ୍ତ ଅବସ୍ଥାରେ ଆନ୍ଦୋଳନକାରୀ କୃଷକଙ୍କୁ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ କିଛି ଲୋକ ଅଜୟଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

Viral Video : ଦିଲ୍ଲୀରେ 'ସିଂଘମ'ଙ୍କୁ ଆକ୍ରମଣ!
Image Credit: ଡିଜାଇନ ଫଟୋ

About the Author