ଧୂଆଁ କରୁଛନ୍ତି ସୁନ୍ଦରୀ ସୋନମ୍

ସିନେମା 'କିଏ ହେବ ମୋ ହିରୋଇନ୍' ( kiye hebo mo heroine)ରେ ସୋନମ୍ ଜଣେ ସିଧାସାଦା ଝିଅ ଭୂମିକାରେ ଅଭିନୟ କରୁଥିବା ବେଳେ ୱେବ୍ ସିରିଜ୍ 'କ୍ଲବ୍ 69' (Club 69) ରେ ସୋନମଙ୍କୁ ଦର୍ଶକେ ଜଣେ ନିଶାଖୋର ଝିଅ ଭାବେ ଦେଖିବାକୁ ପାଇବେ ।

ଧୂଆଁ କରୁଛନ୍ତି ସୁନ୍ଦରୀ ସୋନମ୍

About the Author