ସରିଲା Destination ମ୍ୟାରେଜ୍, ଘରକୁ ଫେରିଲେ ସବ୍ୟାର୍ଚ୍ଚିତା

ଏୟାର ଇଣ୍ଡିଆ ଫ୍ଲାଇଟ AI-473 ଜରିଆରେ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସବ୍ୟାର୍ଚ୍ଚିତା । ମାର୍ଚ୍ଚ ୧ ତାରିଖରେ ଦୁହିଁଙ୍କ ବିବାହ ରାଜସ୍ଥାନର ପିଙ୍କ ସିଟିରେ ହୋଇଥିଲା ।

ସରିଲା Destination ମ୍ୟାରେଜ୍, ଘରକୁ ଫେରିଲେ ସବ୍ୟାର୍ଚ୍ଚିତା

About the Author