BCCI-ବିରାଟ ବିବାଦ ଭିତରେ ଜଣେ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା, ଓଡ଼ିଆଙ୍କୁ ଗୁରୁଦାୟିତ୍ୱ

ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ବିସିସିଆଇକୁ ଧନ୍ୟବାଦ ଦେଉଛି। ଏହି ସଂସ୍ଥାକୁ ୧୦ ବର୍ଷ ଦେବା ପରେ ମୁଁ ଆଗକୁ ବଢିବାକୁ ଚାହୁଁଥିଲି। କୋଭିଡ ସମୟରେ, ଏହା '୨୪×୭' ପରି ଏକ ଚାକିରି ହୋଇଗଲା ଏବଂ ବର୍ତ୍ତମାନ ମୁଁ ନିଜକୁ ଏବଂ ପରିବାରକୁ ସମୟ ଦେବାକୁ ଚାହୁଁଛି।

 BCCI-ବିରାଟ ବିବାଦ ଭିତରେ ଜଣେ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା, ଓଡ଼ିଆଙ୍କୁ ଗୁରୁଦାୟିତ୍ୱ
Image Credit: ଡିଜାଇନ୍ ଫଟୋ

About the Author