ଶୁକ୍ରବାରଠୁ ଦେବ ଦୀପାବଳି: ମହାପ୍ରଭୁ କରିବେ ପିଣ୍ଡଦାନ, ଉଠିବ ମହାଦୀପ

ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ଦେବ ଦିପାବଳୀ ପାଳିତ ହେବ। ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି।

ଶୁକ୍ରବାରଠୁ ଦେବ ଦୀପାବଳି: ମହାପ୍ରଭୁ କରିବେ ପିଣ୍ଡଦାନ, ଉଠିବ ମହାଦୀପ
Image Credit: ସୌ: ସୂର୍ଯ୍ୟକାନ୍ତ

About the Author