ରାଜ୍ୟବ୍ୟାପୀ ପରିବେଷଣ ହେବ ନାଟକ 'ଗାନ୍ଧୀଙ୍କ ଓଡ଼ିଶା'

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ (Odisha Sangeet Natak Accademy) ତରଫରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ନାଟକ ଗାନ୍ଧୀଙ୍କ ଓଡିଶା ପରିବେଷଣ କରାଯିବ।

ରାଜ୍ୟବ୍ୟାପୀ ପରିବେଷଣ ହେବ ନାଟକ 'ଗାନ୍ଧୀଙ୍କ ଓଡ଼ିଶା'
Image Credit: ରାଜ୍ୟବ୍ୟାପୀ ପରିବେଷଣ ହେବ ନାଟକ 'ଗାନ୍ଧୀଙ୍କ ଓଡ଼ିଶା'

About the Author