ସମସ୍ତଙ୍କ ସାମ୍ନାରେ ଖୋଲିଗଲା ଜ୍ୟାକଲିନଙ୍କ ଡ୍ରେସ, ତାପରେ...
Advertisement

ସମସ୍ତଙ୍କ ସାମ୍ନାରେ ଖୋଲିଗଲା ଜ୍ୟାକଲିନଙ୍କ ଡ୍ରେସ, ତାପରେ...

ଅନେକ ସମୟରେ ନିଜର ପୋଷାକ ପିନ୍ଧିବା ଶୈଳୀକୁ ନେଇ ଅପଦସ୍ତ ବି ହୋଇଥାନ୍ତି ବଲିଉଡ ଅଭିନେତ୍ରୀ । ଏହି କ୍ରମରେ ଆଜି ଯୋଡ଼ି ହୋଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ।

ସମସ୍ତଙ୍କ ସାମ୍ନାରେ ଖୋଲିଗଲା ଜ୍ୟାକଲିନଙ୍କ ଡ୍ରେସ, ତାପରେ...

ନୂଆଦିଲ୍ଲୀ: ଅନେକ ଥର ବଲିଉଡର ଆଗଧାଡ଼ିର ନାୟିକା କିଛି ଭିନ୍ନ ଭିନ୍ନ ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ କେତେବେଳେ ବିବାଦୀୟ ବୟାନକୁ ନେଇ ଖବରର ଶିରୋନାମାରେ ଥାଆନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ଯାହା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି ଆୱାର୍ଡ ଫଙ୍କସନ ହେଉ ବା କୌଣସି ଫିଲ୍ମ ପ୍ରମୋସନ ରେଡ କାର୍ପେଟରେ ନିଜ ମନ ପସନ୍ଦର ଆକର୍ଷଣୀୟ ପୋଷାକ ପିନ୍ଧି ଲାଇମ ଲାଇଟରେ ରାଜ୍ କରନ୍ତି ବି-ଟାଉନର ଷ୍ଚାର୍ସ । ହେଲେ ସବୁ ଠିକଠାକ୍ ଥିଲେ ମଧ୍ୟ ଅନେକ ସମୟରେ ନିଜର ପୋଷାକ ପିନ୍ଧିବା ଶୈଳୀକୁ ନେଇ ଅପଦସ୍ତ ବି ହୋଇଥାନ୍ତି। ଏହି କ୍ରମରେ ଆଜି ଯୋଡ଼ି ହୋଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ।

ବି-ଟାଉନ ଅଭିନେତ୍ରୀ ନିଜ ଫିଗର ଓ ଅଭିନୟକୁ ନେଇ ଅନେକଙ୍କ ଦିଲ୍  ରେ ରାଜ୍ କରୁଛନ୍ତି । ତେବେ ଏକ ଆୱାର୍ଡ ଫଙ୍କସନ (Award Function) ରେ ସେ ବି ଉପ୍ସ୍ ମୋମେଣ୍ଟ (Oops Moment) ବା ଅପଦସ୍ତ ହୋଇଛନ୍ତି । ନିଜ ଫିଗର ଅନୁଯାୟୀ, ସେ ପ୍ରୋଗ୍ରାମରେ ଏକ ବ୍ଲାକ୍ କଲରର ଆଉଟ ଫିଟ (Black Colour Outfit) ରେ ନଜର ଆସିଥିଲେ ଆଉ ତାଙ୍କୁ ଏହି ଡ୍ରେସ ଖୁବ ସୁନ୍ଦର ମଧ୍ୟ ଦିଶୁଥିଲା । ବ୍ଲାକ୍ ଆଉଟଫିଟ ସହ ନାଲି ଲିପଷ୍ଟିକରେ ବେଶି ହଟ୍ ଦିଶୁଥିଲେ ଜ୍ୟାକଲିନ୍ ( jacqueline fernandez) 

Also Read: ପୁଣି ଏକାସାଥୀରେ ହସାଇ ହସାଇ ବେଦମ କରିବେ କପିଲ-ସୁନିଲ୍

ଏହି ଇଭେଣ୍ଟରେ ଜ୍ୟାକଲିନଙ୍କ ସବୁଠାରୁ ପ୍ରିୟବନ୍ଧୁ କୁହାଯାଉଥିବା ବଲିଉଡ଼ ଆକ୍ଟ୍ରେଷ ସୋନମ କପୁର (Actress Sonam Kapoor Ahuja) ମଧ୍ୟ ନଜର ଆସିଥିଲେ। ଏହି ସମୟରେ ଯେତେବେଳେ ସେମାନେ ଗଣମାଧ୍ୟମକୁ ଫଟୋ ପାଇଁ ପୋଜ୍ ଦେଉଥିଲେ ସେତେବେଳେ ସୋନମଙ୍କ ଆଖି ଜ୍ୟାକଲିନଙ୍କ ଡ୍ରେସ ଉପରେ ପଡ଼ିଥିଲା । ଆଉ ଜ୍ୟାକଲିନଙ୍କ ଡ୍ରେସର ବଟନ (Dress Button Open) ଖୋଲାଥିଲା । ତେବେ କେହି କିଛି ଦେଖିବା ଆଗରୁ ଜ୍ୟାକଲିନଙ୍କୁ ଅପଦସ୍ତ ହେବାରୁ ବଞ୍ଚିତ କରିଥିଲେ ସୋନମ କପୁର। ହେଲେ ଏହାକୁ ମସ୍ତି ବୋଲି କହି ଦୁହେଁ ପୁଣି ଫଟୋ ପୋଜ୍ (Photo Pose) ପାଇଁ ରେଡି ହୋଇଥିଲେ ।