ଅନୁଭବ ବାଣ୍ଟିଲେ ବର୍ଷେ ତଳର ଅନୁଭୂତି, ସାକ୍ଷୀ ରହିଲେ ଜାଗୃତି

ରବିବାର ସନ୍ଧ୍ୟାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପୋଷ୍ଟ ସହ ଲଗାତାର ତିନୋଟି ସିସିଟିଭି ଭିଡିଓ ସେୟାର କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି 'ଗତବର୍ଷ ସମାନ ତାରିଖରେ ସମସ୍ତ ସଚ୍ଚୋଟତା ଏବଂ ସମ୍ମାନ ସହିତ ଜଣଙ୍କୁ ଜରୁରୀକାଳୀନ ସମୟରେ ମୋ ଘରକୁ ଅତି କମରେ ୧-୨ ମିନିଟ୍ ପ୍ରବେଶ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲି।

ଅନୁଭବ ବାଣ୍ଟିଲେ ବର୍ଷେ ତଳର ଅନୁଭୂତି, ସାକ୍ଷୀ ରହିଲେ ଜାଗୃତି
Image Credit: ଡିଜାଇନ୍ ଫଟୋ

About the Author