ପ୍ରେମିକାର Dress ଖୋଲିବାକୁ Officeରୁ ଛୁଟିରେ ଆସିଲା Boyfriend
Advertisement
Article Detail0/zeeodisha/odisha993558

ପ୍ରେମିକାର Dress ଖୋଲିବାକୁ Officeରୁ ଛୁଟିରେ ଆସିଲା Boyfriend

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ଅନଲାଇନରେ ନିଜ ପାଇଁ ଏକ ନୂଆ ପୋଷାକ ଅର୍ଡର କରିଥିଲେ। ଯେତେବେଳେ ସେ ଡ୍ରେସ ପିନ୍ଧିଥିଲେ ଓ ଟିକେ ଟାଇଟ୍ ଅନୁଭବ କଲେ, ସେତେବେଳେ ତାକୁ ତୁରନ୍ତ କାଢିବାକୁ ଚାହୁଁଥିଲ। କିନ୍ତୁ ପୋଷାକ ଅଧିକ ଟାଇଟ ଥିବାକୁ ବାଟରେ ଅଟକି ଯାଇଥିଲା।

ସୌ: ସୋସିଆଲ ମି଼ଡିଆ
ସୌ: ସୋସିଆଲ ମି଼ଡିଆ

ଲଣ୍ଡନ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ନିଜ ପୋଷାକ ଖୋଲିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପୋଷାକ ଏତେ ଟାଇଟ୍ ଥିଲା ଯେ, ଏହାକୁ ବାହାର କରିବାରୁ ଯାଇ ସେ ବହୁତ ହଇରାଣ ହୋଇଛନ୍ତି। ପରିସ୍ଥିତି ଏପରି ହେଲା ଯେ ଯୁବତୀଙ୍କୁ ତାଙ୍କ ପ୍ରେମିକକୁ ଡାକିବାକୁ ପଡିଲା।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ଅନଲାଇନରେ ନିଜ ପାଇଁ ଏକ ନୂଆ ପୋଷାକ ଅର୍ଡର କରିଥିଲେ। ଯେତେବେଳେ ସେ ଡ୍ରେସ ପିନ୍ଧିଥିଲେ ଓ ଟିକେ ଟାଇଟ୍ ଅନୁଭବ କଲେ, ସେତେବେଳେ ତାକୁ ତୁରନ୍ତ କାଢିବାକୁ ଚାହୁଁଥିଲ। କିନ୍ତୁ ପୋଷାକ ଅଧିକ ଟାଇଟ ଥିବାକୁ ବାଟରେ ଅଟକି ଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ସେ ଡ୍ରେସକୁ ବାହାର କରି ପାରିନଥିଲେ। ଶେଷରେ ଯୁବତୀ ନିଜ ପ୍ରେମିକକୁ ଏକ ଭିଡିଓ ପଠାଇ ତାଙ୍କୁ ଶୀଘ୍ର ଘରକୁ ଆସିବାକୁ କହିଥିଲେ।

Also Read: ଅପରେସନ୍ ଗଜରାଜ ବିଫଳ! ଉଦ୍ଧାର କରିବାକୁ ଯାଇ ୨ ମୃତ, ଦନ୍ତା ନିଖୋଜ

ବର୍ତ୍ତମାନ ଯୁବତୀ ଏହି ଘଟଣାର ଭିଡିଓ ତାଙ୍କ ଟିକଟକ୍ ଆକାଉଣ୍ଟ @slurricanemandyରେ ସେୟାର କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଲଣ୍ଡନରୁ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଖବର ଲେଖିବା ପର୍ଯ୍ୟନ୍ତ ୧୮ ମିଲିୟନ୍ ଥର ଦେଖାଯାଇଥିବାବେଳେ ୩.୨ ନିୟୁତ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏହି ଭିଡିଓରେ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି। କେହି କେହି ଏହା ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତି ଯେକୌଣସି ସମୟରେ କାହା ସହିତ ମଧ୍ୟ ଘଟିପାରେ, ତେଣୁ ଏପରି ପୋଷାକ କିଣନ୍ତୁ ନାହିଁ।

 

 

;