ତନୁପାତେଳି ନାରୀଙ୍କୁ କାହିଁକି ପସନ୍ଦ କରନ୍ତିନି ପୁରୁଷ !
Advertisement

ତନୁପାତେଳି ନାରୀଙ୍କୁ କାହିଁକି ପସନ୍ଦ କରନ୍ତିନି ପୁରୁଷ !

ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ନାରୀଙ୍କୁ ଅଧିକ ପସନ୍ଦ କରିଥାନ୍ତି ପୁରୁଷ । 

ତନୁପାତେଳି ନାରୀଙ୍କୁ କାହିଁକି ପସନ୍ଦ କରନ୍ତିନି ପୁରୁଷ !

ସବୁ ମଣିଷଙ୍କ ଅଲଗା ଅଲଗା ପସନ୍ଦ ଅଲଗା ଅଲଗା ଅନ୍ଦାଜ । ସେହି କ୍ଷେତ୍ରରେ ଯଦି ଦେଖାଯାଏ ପ୍ରତିଟି ପୁରୁଷଙ୍କ ଭିନ୍ନ ପ୍ରକାରର ପସନ୍ଦ ରହିଥାଏ ଏବଂ ପ୍ରତ୍ୟେକ ନାରୀଙ୍କ ମଧ୍ୟ ଭିନ୍ନ ପସନ୍ଦ ରହିଥାଏ । ତେବେ ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ନାରୀଙ୍କୁ ଅଧିକ ପସନ୍ଦ କରିଥାନ୍ତି ପୁରୁଷ । ଏକ ଅନଲାଇନ ସର୍ଭେ ଜରିଆରେ ପୁରୁଷ ମାନେ ନିଜ ପସନ୍ଦ ନା ପସନ୍ଦ ବିଷୟରେ ଜଣାଇଛନ୍ତି।

ଏହି ସର୍ଭେ (Survey) ରେ ହଜାରେ ପୁରୁଷ ଭାଗ ନେଇଥିଲେ । ଭିଡିଓ ଯୋଗେ ହୋଇଥିବା ଏହି ସର୍ଭେରେ ପୁରୁଷଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେମାନଙ୍କୁ କେମିତି ନାରୀ ପସନ୍ଦ । ଅର୍ଥାତ୍ ତନୁ ପାତେଳୀ (Skinny Girl) ନା ମୋଟାପା ବା ପ୍ଲସ ସାଇଜ୍ (Fatty Girl) ଥିବା ନାରୀ । ମାତ୍ର ସର୍ଭେର ଶେଷରେ ଜଣାପଡ଼ିଥିଲା ଯେ, ତନୁପାତେଳି ନୁହେଁ ଚର୍ବି ଥିବା ଝିଅଙ୍କୁ ଅଧିକ ପସନ୍ଦ କରିଥାନ୍ତି ପୁଅ । ସର୍ଭେରେ ସାମିଲ ହୋଇଥିବା ଅଧିକ ପୁରୁଷ ସ୍କ୍ରିନି ଗର୍ଲ ଅର୍ଥାତ୍ ତନୁପାତେଳୀ ଝିଅଙ୍କୁ ପସନ୍ଦ କରୁଥିବା ବି କହିଥିଲେ । ମାତ୍ର ଅଧିକ ଚର୍ବି ଥିବା ଝିଅଙ୍କୁ ପସନ୍ଦ କରନ୍ତି ବୋଲି ସର୍ଭେରେ କୁହାଯାଇଥିଲା ।

Also Read: କୋରୋନା ପରେ ପୁଣି ଡ଼ରାଇଲାଣି Ebola

ପତଳା ଝିଅଙ୍କୁ ପସନ୍ଦ କରୁନଥିବା ପୁଅ କହିଛନ୍ତି ଯେ, ଚର୍ବି ଥିବା ଝିଅ ସୁନ୍ଦର ହୋଇଥାନ୍ତି କେବଳ ସେତିକି ନୁହେଁ  ସେମାନଙ୍କୁ ଆଲିଙ୍ଗନ କରିବାର ମଧ୍ୟ ଏକ ସଠିକ୍ କାରଣ ରହିଛି ।  ସେଥିପାଇଁ ପୁଅ ମାନେ ଅଧିକ ଚର୍ବି ଥିବା ଝିଅ (Fatty)ଙ୍କୁ ପସନ୍ଦ କରିବାକୁ ଭଲ ପାଇଥାନ୍ତି ।

Also Read: ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ଆରମ୍ଭ ହେଉଛି ଏହି ସେବା

ସର୍ଭେରେ ସାମିଲ ହୋଇଥିବା କମ ବୟସର ପୁଅ ମାନଙ୍କର ମତ ସଠିକ ରହିଥିଲା । ସେମାନଙ୍କ କହିବା କଥା ଥିଲା ସେମାନଙ୍କୁ ପତଳା ଝିଅ ପସନ୍ଦ । ମାତ୍ର ୨୫ ବର୍ଷରୁ ଅଧିକ ଥିବା ବୟସ ଥିବା ପୁଅଙ୍କୁ ମୋଟାପଣ ଥିବା ଝିଅ ହିଁ ପସନ୍ଦ ଆସିଥାନ୍ତି ।  ସର୍ଭେ (Survey) ରେ ଜଡିତ ଜଣେ ଯୁବକ କହିଛନ୍ତି ଯେ, ଏହି ସର୍ଭେ ତାଙ୍କୁ ପସନ୍ଦ ଆସିଛି । ତାଙ୍କ କହିବା କଥା, ତନୁପାତେଳୀ ଝିଅ ବହୁତ ଆକର୍ଷଣୀୟ ହୋଇଥାନ୍ତି, ହେଲେ ତାଙ୍କ ଠାରୁ ଅଧିକ ଆକର୍ଷଣୀୟ ହୋଇଥାନ୍ତି ଚର୍ବିଥିବା ଝିଅ ।