ଖୁବଶୀଘ୍ର ଆସିବ 'ବାହୁବଳୀ ପାର୍ଟ-3': ରିଲିଜ କରିବାକୁ ମନା କଲା NetFlix

ଏଥିରେ (Baahubali: The Begining) ର ପୂର୍ବ କାହାଣୀ ଦେଖାଯିବା ନେଇ ଯୋଜନା ରଖାଯାଇଛି। ବଲିଉଡ ଲାଇଫରେ ଲେଖାଯାଇଥିବା ଖବର ମୁତାବକ, OTT ପ୍ଲାଟଫର୍ମ NetFlix ଏହାକୁ ରିଲିଜ କରିବ ନାହିଁ ବୋଲି ମନା କରିଦେଇଛି ।

ଖୁବଶୀଘ୍ର ଆସିବ 'ବାହୁବଳୀ ପାର୍ଟ-3': ରିଲିଜ କରିବାକୁ ମନା କଲା NetFlix

About the Author