ପରଲୋକରେ ଓଲିଉଡ଼ ଗାୟିକା ତପୁ ମିଶ୍ର
Advertisement

ପରଲୋକରେ ଓଲିଉଡ଼ ଗାୟିକା ତପୁ ମିଶ୍ର

ଆଉ ନାହାନ୍ତି ଓଲିଉଡ଼ ଗାୟିକା ତପୁ ମିଶ୍ର। ରାତି  ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କୋଭିଡ ପରବର୍ତ୍ତୀ ଜଟିଳତାରେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। 

ଫାଇଲ ଫଟୋ

ଭୁବନେଶ୍ୱର: ଆଉ ନାହାନ୍ତି ଓଲିଉଡ଼ ଗାୟିକା ତପୁ ମିଶ୍ର। ରାତି  ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କୋଭିଡ ପରବର୍ତ୍ତୀ ଜଟିଳତାରେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଲାଗି ଓଲିଉଡ଼ର ଜଣାଶୁଣା ଅଭିନେତା, କଳାକାର ଓ ଗାୟକ ପ୍ରମୁଖ ପ୍ରାର୍ଥନା କରିଥିଲେ। ହେଲେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।