ବିଶ୍ୱାସ: ସନ୍ତାନ ଲାଭ ପାଇଁ ପୁତ୍ରଦା ଏକାଦଶୀ ପାଳନ୍ତି ମହିଳା

ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀରେ ପଡ଼େ ପୁତ୍ରଦା ଏକାଦାଶୀ । ଏହି ଦିନ ପ୍ରଭୁ ଶ୍ରୀହରିଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ ରହିଛି ପୁତ୍ରଦା ଏକାଦାଶୀରେ ସନ୍ତାନ ପ୍ରାପ୍ତି ଓ ସେମାନଙ୍କ ସମସ୍ୟାର ସମାଧାନ କିମ୍ବା କଲ୍ୟାଣ ପାଇଁ ମହିଳାମାନେ ପାଳନ କରିଥାନ୍ତି । ଏହି ବର୍ଷ ୩୦ ଜୁଲାଇରେ ଏହି ଉପବାସ ପାଳନ କରାଯାଏ । ଜ୍ୟୋତ

ବିଶ୍ୱାସ: ସନ୍ତାନ ଲାଭ ପାଇଁ ପୁତ୍ରଦା ଏକାଦଶୀ ପାଳନ୍ତି ମହିଳା

About the Author