ଭ୍ୟାନ୍ ଭିତରେ କ'ଣ କରୁଥିଲେ Sara-Janhvi-Ibrahim? ଭାଇରାଲ ହେଲା ଭିଡିଓ

ରବିବାର ମୁମ୍ବାଇର ଗ୍ରାଣ୍ଡ ହାୟତ ହୋଟେଲରେ ଏପି ଡ଼ିଲନ୍ କନସର୍ଟ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସାରା ଏବଂ ଜାହ୍ନଭୀ ଓ ଇବ୍ରାହିମ ଅଲି ଖାନ (Ibrahim Ali Khan) ଉପସ୍ଥିତଥିଲେ। କନ୍ସର୍ଟ ପରେ ତିନିଜଣ ବାହାରକୁ ଆସି ଟ୍ୟାକ୍ସିରେ ଚାଲିଗଲେ।

ଭ୍ୟାନ୍ ଭିତରେ କ'ଣ କରୁଥିଲେ Sara-Janhvi-Ibrahim? ଭାଇରାଲ ହେଲା ଭିଡିଓ
Image Credit: ସୌ: ସୋସିଆଲ ମିଡିଆ

About the Author