• ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ
  • ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଲା ବଡଦାଣ୍ଡ
  • ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ
  • ୨୦୨୨ ଜାନୁଆରୀ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟରେ ଖୋଲିବ ଇ-ଅଫିସ
  • ରାଜ୍ୟର ବିଶ୍ବବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ
  • ୨୦୨୨ ଜାନୁଆରୀ ପହିଲାରୁ ୱେବ୍‌ସାଇଟ୍‌ରେ ଇ-ସାର୍ଟିଫିକେଟ
  • ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ
  • ପରେ ୨୦୧୫ ପର୍ଯ୍ୟନ୍ତ ସାର୍ଟିଫିକେଟକୁ ଅପଲୋଡ କରାଯିବ
  • ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • ପ୍ରେସମିଟ କରି ବଡ ସୂଚନା ଦେଲେ ଗଜପତି ଏସପି

Age କେବଳ ଏକ ନମ୍ବର: ନିଜର ହଟ୍ Look ରେ ଫ୍ୟାନ୍ସଙ୍କୁ ଘାଇଲା କଲେ ଏହି ଟେଲି ଅଭିନେତ୍ରୀ

ଶେଷ ଥର ପାଇଁ ଶ୍ୱେତାଙ୍କୁ ମେରେ ପାପା କି ଦୁଲହନ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ । 

Age କେବଳ ଏକ ନମ୍ବର: ନିଜର ହଟ୍ Look ରେ ଫ୍ୟାନ୍ସଙ୍କୁ ଘାଇଲା କଲେ ଏହି ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ:  ଶ୍ୱେତା ତିୱାରୀ । ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ । ତାଙ୍କ ଷ୍ଟାଇଲ ଏବଂ ଲୁକ୍ ପାଇଁ ବେଶ୍ ଲୋକପ୍ରିୟ ରହିଆସିଛନ୍ତି ଶ୍ୱେତା ତିୱାରୀ । ଚାଳିଶି ବର୍ଷ ବୟସରେ ଥାଇ ମଧ୍ୟ ସେ ନିଜ ଶରୀରର ଏମିତି ଯତ୍ନ ନେଇଛନ୍ତି ତାହା ଏହି ଫଟୋରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଶେଷ ଥର ପାଇଁ ଶ୍ୱେତାଙ୍କୁ ମେରେ ପାପା କି ଦୁଲହନ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ । 

ତେବେ ମହାମାରୀ ପ୍ରଭାବ ଯୋଗୁଁ ଏହି ଶୋ ଅଫ୍ ଏୟାର କରାଯାଇଛି । କିନ୍ତୁ ନିଜର ସୌନ୍ଦର୍ଯ୍ୟ ପାଇଁ ସେ ନିଜକୁ ନିଜ କାମରେ ଖୁବ୍ ବ୍ୟସ୍ତ ରଖିଛନ୍ତି । ଏହାସହ ସେ ସର୍ବଦା ସୋସିଆଲ ମିଡିଆ social media ରେ ସକ୍ରିୟ ରହିଥାନ୍ତି । ସେ ନିଜର ହଟ ଲୁକ୍ Hot Look ସହ ମସ୍ତ ଫିଗରର ଫଟୋ ଦେଇ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ କରିଛନ୍ତି ।

ଶ୍ୱେତା ତିୱାରୀ

Also Read: ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ

ନିଜର ଆକ୍ଟିଂ ଜରିଆରେ ସେ ସମସ୍ତଙ୍କ ମନ କିଣିଛନ୍ତି । ଅନେକ ସିରିୟଲରେ ସେ କାମ କରି ଖୁବ ପ୍ରଶଂସା ସାଉଁଣ୍ଟିଛନ୍ତି shweta tiwari । ତେବେ ଏବେ ସୁଟିଂ ବନ୍ଦ ଥିବାରୁ ନିଜର ଶରୀର ପ୍ରତି ବେଶ ଧ୍ୟାନ ଦେଉଛନ୍ତି ଏହି ଅଭିନେତ୍ରୀ । ନିଜର ହଟ୍ ପିକ୍ Instagram ରେ ଛାଡ଼ିବା ପରେ ଫ୍ୟାନ୍ସ ମାନେ ଖୁବ ଜବରଦସ୍ତ ରେସପନ୍ସ ଦେଇଛନ୍ତି ।