ରଥଯାତ୍ରା: ଆରମ୍ଭରୁ ଶେଷ ଯାଏ....

ପୌରାଣିକ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ତାହା ସ୍ନାନ ଉତ୍ସବ, ଅନବସର, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ାଯାତ୍ରା, ନୀଳାଦ୍ରିବିଜେ ଭାବେ ପରିଚିତ।

ରଥଯାତ୍ରା: ଆରମ୍ଭରୁ ଶେଷ ଯାଏ....
Image Credit: ଫାଇଲ ଫଟୋ

About the Author