ଚାଣକ୍ୟ ନୀତି: ଚରିତ୍ରକୁ ଚିତ୍ରଣ କରେ ପ୍ରତିଟି ଶବ୍ଦ

ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟଙ୍କ ନୀତି ବହୁ ଗୁରୁତ୍ତ୍ୱ ରଖେ। ଏକଥାକୁ ଅନେକେ ମଧ୍ୟ ସେମାନଙ୍କ ଜୀବନରେ ଲଗାଇଥାନ୍ତି। ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ।

ଚାଣକ୍ୟ ନୀତି: ଚରିତ୍ରକୁ ଚିତ୍ରଣ କରେ ପ୍ରତିଟି ଶବ୍ଦ

About the Author