ଆରମ୍ଭ ହେଲା ଶ୍ରାବଣ, କିଏ ଥିଲେ ପ୍ରଥମ କାଉଡ଼ିଆ...

ଶ୍ରାବଣ ମାସ ଆରମ୍ଭ ହୋଇଛି। ଶିବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ମାସ ଶ୍ରାବଣ। ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ସବୁକିଛି ଠପ। ମାତ୍ର ଏହା ପୂର୍ବରୁ ଶ୍ରାବଣ ଆସିବା ମାତ୍ରେ ହିଁ ରାସ୍ତାରେ କାଉଡ଼ିଆଙ୍କ ଭିଡ଼ ଲାଗିଯାଇଥାଏ। ଗେରୁଆ ବସ୍ତ୍ର ପିନ୍ଧି ଜଳ ଧରି ଖାଲିପାଦରେ ଶିବଙ୍କ ନିକଟକୁ ବାହାରି ଯାଇଥାନ୍ତି। ମନ୍ଦିରରେ ପହଞ୍ଚି ସେଠାରେ ଶିବ

ଆରମ୍ଭ ହେଲା ଶ୍ରାବଣ, କିଏ ଥିଲେ ପ୍ରଥମ କାଉଡ଼ିଆ...

About the Author