ମହାକାଶରେ ଯୁବରାଜଙ୍କ ସ୍ପେସିଆଲ୍ ବ୍ୟାଟ୍, ଦେଖନ୍ତୁ ଭିଡିଓ

ଗତ ସପ୍ତାହରେ ଏସିଆ ଭିତ୍ତିକ NFT ମାର୍କେଟ କୋଲେକ୍ସନ୍ ଏବଂ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହଯୋଗରେ ବ୍ୟାଟକୁ ମହାକାଶକୁ ପଠାଯାଇଥିଲା। NFT ପ୍ରଦାନ କରିବାକୁ କମ୍ପାନୀ ଯୁବରାଜଙ୍କ ସହ ସହଭାଗୀତା କରିଛି।

 ମହାକାଶରେ ଯୁବରାଜଙ୍କ ସ୍ପେସିଆଲ୍ ବ୍ୟାଟ୍, ଦେଖନ୍ତୁ ଭିଡିଓ
Image Credit: ଡିଜାଇନ୍ ଫଟୋ

About the Author