• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ
ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !

ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !

ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, କିଛି ରୋମାଞ୍ଚକର କାମ କରିବାକୁ ମୁଁ ଯାଉଛି' ହେଲେ ଏହା ତାହା ନୁହେଁ ଯାହା ଆପଣ ମାନେ ଭାବୁଛନ୍ତି । Watch this Space For More.

Jul 9, 2021, 08:19 PM IST
ସମସ୍ତଙ୍କୁ ପଛରେ ପକାଇ  Priyanka Chopra ନିଜ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ସମସ୍ତଙ୍କୁ ପଛରେ ପକାଇ Priyanka Chopra ନିଜ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ପ୍ରିୟଙ୍କା ଚୋପ୍ରା ପ୍ରଥମ ଏସିଆନ ଅଭିନେତ୍ରୀ ହୋଇଛନ୍ତି ଯେଉଁଥିରେ ଇନଷ୍ଟାଗ୍ରାମରେ ତାଙ୍କୁ ୬୫.୩ ମିଲିୟନ ଅର୍ଥାତ ୬ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଫଲୋ କରୁଛନ୍ତି ।

Jul 7, 2021, 06:19 PM IST
ବିଦାୟ ଦିଲୀପ କୁମାର: ପେଶୱାରର ୟୁସୁଫ୍ ଯିଏ ବନିଯାଇଥିଲେ ବଲିଉଡର ଟ୍ରାଜେଡି କିଙ୍ଗ୍

ବିଦାୟ ଦିଲୀପ କୁମାର: ପେଶୱାରର ୟୁସୁଫ୍ ଯିଏ ବନିଯାଇଥିଲେ ବଲିଉଡର ଟ୍ରାଜେଡି କିଙ୍ଗ୍

ପ୍ରାୟ ପାଞ୍ଚ ଦଶନ୍ଧି ଧରି କ୍ୟାରିଅରରେ ଦିଲୀପ କୁମାର (Dilip Kumar) ପ୍ରାୟ ୬୦ଟି ଚଳଚ୍ଚିତ୍ରରେ କାମ କରିଥିଲେ । 

Jul 7, 2021, 12:13 PM IST
Happy Birthday MS Dhoni : 'ଭଗବାନ'ଙ୍କ ସ୍ୱପ୍ନ ପୂରଣ କରିଥିଲେ କ୍ରିକେଟର ପୂଜାରୀ

Happy Birthday MS Dhoni : 'ଭଗବାନ'ଙ୍କ ସ୍ୱପ୍ନ ପୂରଣ କରିଥିଲେ କ୍ରିକେଟର ପୂଜାରୀ

କ୍ରିକେଟ୍ ଜଗତକୁ ନିଜର ଦକ୍ଷତା ଦେଖାଇଥିବା ମହେନ୍ଦ୍ର ସିଂ ଧୋନିଙ୍କର ଆଜି ୪୦ତମ ଜନ୍ମଦିନ। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ନେବା ପରେ ଧୋନିଙ୍କର ଏହା ହେଉଛି ପ୍ରଥମ ଜନ୍ମଦିନ।

Jul 7, 2021, 08:08 AM IST
ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟର ପରେ ନିଜ ନାଁ ବଦଳାଇଲେ ରାଜପାଲ ଯାଦବ, ଜାଣନ୍ତୁ କାରଣ...

ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟର ପରେ ନିଜ ନାଁ ବଦଳାଇଲେ ରାଜପାଲ ଯାଦବ, ଜାଣନ୍ତୁ କାରଣ...

ଅଭିନେତା ରାଜପାଲ ଯାଦବଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ହଙ୍ଗାମା ୨' ପାଇଁ ହେଡଲାଇନରେ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜପାଲ ଯାଦବ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। 

Jul 6, 2021, 08:04 AM IST
ଭାରତ ବିପକ୍ଷ ଲଢେଇ ପାଇଁ କଙ୍ଗାରୁର ସ୍ୱତନ୍ତ୍ର ରଣନୀତି, ଚାଣକ୍ୟ ସାଜିବେ Steve Smith

ଭାରତ ବିପକ୍ଷ ଲଢେଇ ପାଇଁ କଙ୍ଗାରୁର ସ୍ୱତନ୍ତ୍ର ରଣନୀତି, ଚାଣକ୍ୟ ସାଜିବେ Steve Smith

ଦୁଇ ବର୍ଷର ୱିଣ୍ଡୋରେ ଅଷ୍ଟ୍ରେଲିଆ ୧୮ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ଆଠଟି ଆସନ୍ତାବର୍ଷ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ପରେ ୨୦୨୩ ଆରମ୍ଭରେ କଙ୍ଗାରୁ ଦଳ ଭାରତ ଗସ୍ତ କରିବ।

Jul 5, 2021, 07:37 AM IST
 ନାଗିନ୍ ପରେ ଟେଣ୍ଡିଂରେ ଏନକାଉଣ୍ଟର୍ ଡ୍ୟାନ୍ସ

ନାଗିନ୍ ପରେ ଟେଣ୍ଡିଂରେ ଏନକାଉଣ୍ଟର୍ ଡ୍ୟାନ୍ସ

ବର୍ତ୍ତମାନ ଚମତ୍କାର ଏନକାଉଣ୍ଟର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଡ୍ୟାନ୍ସ ଷ୍ଟାଇଲ ସୋସିଆଲ ମିଡିଆ ୟୁଜର୍ସଙ୍କୁ ମନକୁ ଛୁଇଁଛି। ଏହି ନୃତ୍ୟ ଏତେ ବିପଜ୍ଜନକ ଯେ ଏହାକୁ ଦେଖିବା ପରେ ଯେକେହି ଭୟଭୀତ ହୋଇପାରନ୍ତି।

Jul 4, 2021, 02:05 PM IST
ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର; ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର; ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର

ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ନିର୍ଦ୍ଦେଶକ ରାଜୁ ସାପ୍ତେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ ତାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ନାମ କହିଛନ୍ତି। 

Jul 4, 2021, 10:53 AM IST
ବଦଳିଲା ସମୟ! ଆଲିଆ ଭଟ୍ଟଙ୍କୁ କାମ ମାଗିଲେ ଶାହରୁଖ ଖାନ୍

ବଦଳିଲା ସମୟ! ଆଲିଆ ଭଟ୍ଟଙ୍କୁ କାମ ମାଗିଲେ ଶାହରୁଖ ଖାନ୍

ଆଲିଆ ଭଟ୍ଟ (Alia Bhatt) ତାଙ୍କର ପ୍ରଥମ ହୋମ୍ ପ୍ରଡକ୍ସନ୍ ଫିଲ୍ମ 'ଡାର୍ଲିଙ୍ଗସ୍'ର ସୁଟିଂ ଆରମ୍ଭ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଯେତେବେଳେ ଆଲିଆ ତାଙ୍କ ଟ୍ୱିଟରେ ଖୁସି ବ୍ୟକ୍ତ କରିଥିଲେ, ସେତେବେଳେ ଶାହାରୁଖ ଖାନ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେବାରେ ପଛରେ ନାହାଁନ୍ତି।

Jul 4, 2021, 08:18 AM IST
ବ୍ୟାନ୍ ସତ୍ତ୍ୱେ ଭାରତ ବିପକ୍ଷରେ ଖେଳିବେ ରବିନସନ୍, ଜାଣନ୍ତୁ କେମିତି?

ବ୍ୟାନ୍ ସତ୍ତ୍ୱେ ଭାରତ ବିପକ୍ଷରେ ଖେଳିବେ ରବିନସନ୍, ଜାଣନ୍ତୁ କେମିତି?

ଦ୍ରୁତ ବୋଲର ଅଲି ରବିନସନ୍ (Ollie Robinson) ପୁନର୍ବାର ଇଂଲଣ୍ଡ (England) ପାଇଁ ଖେଳିବା ପାଇଁ ରାସ୍ତା ସଫା ହୋଇଯାଇଛି। ଏହି ସପ୍ତାହରେ ହୋଇଥିବା ଶୁଣାଣି ପରେ କ୍ରିକେଟ୍ ଅନୁଶାସନ କମିଟି ତାଙ୍କ ଉପରେ ୮ ବର୍ଷ ବଦଳରେ ୮ଟି ମ୍ୟାଚ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। 

Jul 4, 2021, 07:41 AM IST
ପରିସ୍ଥିତି କରିଦେଲା କାରିଗର; ୧୦୮ ପ୍ରକାର ଶସ୍ୟରେ ପୁଷ୍ପାଞ୍ଜଳି ଗଢିଲେ କାଳିଆ ଠାକୁର

ପରିସ୍ଥିତି କରିଦେଲା କାରିଗର; ୧୦୮ ପ୍ରକାର ଶସ୍ୟରେ ପୁଷ୍ପାଞ୍ଜଳି ଗଢିଲେ କାଳିଆ ଠାକୁର

ଗୋଟିଏ ନୁହେଁ କି ଦୁଇଟି ନୁହେଁ ପ୍ରାୟ ୧୦୮ ପ୍ରକାରର ଶସ୍ୟରେ ଜଗନ୍ନାଥଙ୍କ ବିଭିନ୍ନ ରୂପକୁ ଅତି ନିଖୁଣ ଭାବେ ବାସ୍ତବତାର ରୂପ ଦେବାର ପ୍ରୟାସ କରି ଘରେ ସୃଷ୍ଟି କରିପାରିଛନ୍ତି ଜଗନ୍ନାଥଙ୍କ ଏକ ସଂଗ୍ରହାଳୟ। ଏଭଳି ଏକ ବିରଳ ଘରୋଇ ସଂଗ୍ରହାଳୟ ବ୍ରହ୍ମପୁର ସହରରେ ତିଆରି ହୋଇଛି।

Jul 3, 2021, 04:01 PM IST
ବିରାଟଙ୍କ କାଉଣ୍ଟଡାଉନ୍ ଆରମ୍ଭ, ୪ ମାସ ପରେ ରେଜଲ୍ଟ୍

ବିରାଟଙ୍କ କାଉଣ୍ଟଡାଉନ୍ ଆରମ୍ଭ, ୪ ମାସ ପରେ ରେଜଲ୍ଟ୍

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିପଦରେ ଥିବା ସାଧାରଣରେ ଚର୍ଚ୍ଚା ଚାଲିଛି।

Jul 3, 2021, 12:02 PM IST
ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

 କାରଣ ଏହି ମନ୍ଦିରରେ କେବଳ ମହିଳା ମାନେ ହିଁ ପୂଜା କରିପାରିବେ। ତେବେ ଆଜି ଚାଲନ୍ତୁ ଜାଣିବା ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ପୁରୁଷ ମାନଙ୍କ ପାଇଁ ବିଶେଷ ନିୟମ ରହିଛି ।

Jul 2, 2021, 07:32 PM IST
ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ

ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ

୪୯ ବର୍ଷିୟା ଭାୟୁ ସେତାୟାନିଂ ଦେଶରେ ୟୁନି ଶାରା ଭାବରେ ଲୋକପ୍ରିୟ। ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ତାଙ୍କର ଏହି ତରିକା ଏବେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ଜଣା ପଡିଛି।

Jul 2, 2021, 09:20 AM IST
IND vs ENG Test: ରେଡ୍ ଜୋନରେ ୪ କ୍ରିକେଟର, ଶେଷ ହୋଇପାରେ କ୍ୟାରିୟର୍

IND vs ENG Test: ରେଡ୍ ଜୋନରେ ୪ କ୍ରିକେଟର, ଶେଷ ହୋଇପାରେ କ୍ୟାରିୟର୍

ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଇଂଲଣ୍ଡ ଗସ୍ତ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଅନ୍ୟ ଏକ ପରାଜୟ ୪ ଖେଳାଳିଙ୍କୁ ମହଙ୍ଗା ପଡିପାରେ। ଟେଷ୍ଟ କ୍ରିକେଟରେ ସେମାନଙ୍କର ଭବିଷ୍ୟତ କ’ଣ ହେବ ଏହି 4 ଖେଳାଳିଙ୍କ ପ୍ରଦର୍ଶନ ସ୍ଥିର କରିବ।

Jun 30, 2021, 03:01 PM IST
ଟିକା କେନ୍ଦ୍ରକୁ ଯାଇ ମଲାଇକା ଟ୍ରୋଲ, ୟୁଜର୍ସ ଦେଲେ ଏମିତି ରିଆକ୍ସନ୍

ଟିକା କେନ୍ଦ୍ରକୁ ଯାଇ ମଲାଇକା ଟ୍ରୋଲ, ୟୁଜର୍ସ ଦେଲେ ଏମିତି ରିଆକ୍ସନ୍

ଅଭିନେତ୍ରୀ ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। କିନ୍ତୁ ଏହି ଭିଡିଓ ଓ ଫଟୋ ପାଇଁ ଏବେ ସେ ଟ୍ରୋଲ ହେଉଛନ୍ତି।

Jun 30, 2021, 08:58 AM IST
Sunny Leoneଙ୍କୁ ଆସିଲା ଧମକ: ଆକ୍ଟ୍ରେଷଙ୍କୁ ଘାରିଲା Video Viral ଭୟ

Sunny Leoneଙ୍କୁ ଆସିଲା ଧମକ: ଆକ୍ଟ୍ରେଷଙ୍କୁ ଘାରିଲା Video Viral ଭୟ

ଆଜି ହିଁ ଜଣେ ଫ୍ୟାନ୍ ତାଙ୍କୁ ଧମକ ଦେଇଛନ୍ତି । ୟୁଜର ଲେଖିଛନ୍ତି ଯେ, ତମର କିଛି ଭିଡିଓ ମୋ ପାଖେ ଅଛି। ଯଦି ରିପ୍ଲାଏ ନଦିଅ ତେବେ ତମ ଭିଡିଓ ଭାଇରାଲ କରିଦେବି ।

Jun 29, 2021, 09:48 PM IST
ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାରଣ..

ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାରଣ..

ଶ୍ରୀରାମଙ୍କ ଭକ୍ତ ଭଗବାନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ। ଏହି ଦିନ ତାଙ୍କର ପୂଜା କଲେ ଭକ୍ତର ସମସ୍ତ ମନବାଞ୍ଛା ପୂରଣ ହୁଏ। 

Jun 29, 2021, 03:38 PM IST
ICUରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର

ICUରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର

ପତ୍ନୀ ନମିତା ମିଶ୍ରଙ୍କ କହିବାନୁସାରେ, ଢେଙ୍କାନାଳ ପୁଅ ଶକ୍ତି, ହୃତ୍‌ପିଣ୍ଡ ଓ ଯକୃତ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ହୋଇପଡ଼ିଛି। ହସ୍ପିଟାଲର ଏକ ଡାକ୍ତରୀ ଟିମ ଶକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଛନ୍ତି। 

Jun 29, 2021, 02:47 PM IST
ନାବାଳିକା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଅଭିନେତା Pearl V Puri

ନାବାଳିକା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଅଭିନେତା Pearl V Puri

ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିବା ପର୍ଲ ଭି ପୁରୀ ବର୍ତ୍ତମାନ ନିଜର ମୁହଁ ଖୋଲିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ କରି ଅଭିନେତା ଏହି ପୁରା ଘଟଣା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।  

Jun 28, 2021, 08:43 PM IST