• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର
ବଦଳିଲା ସମୟ! ଆଲିଆ ଭଟ୍ଟଙ୍କୁ କାମ ମାଗିଲେ ଶାହରୁଖ ଖାନ୍

ବଦଳିଲା ସମୟ! ଆଲିଆ ଭଟ୍ଟଙ୍କୁ କାମ ମାଗିଲେ ଶାହରୁଖ ଖାନ୍

ଆଲିଆ ଭଟ୍ଟ (Alia Bhatt) ତାଙ୍କର ପ୍ରଥମ ହୋମ୍ ପ୍ରଡକ୍ସନ୍ ଫିଲ୍ମ 'ଡାର୍ଲିଙ୍ଗସ୍'ର ସୁଟିଂ ଆରମ୍ଭ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଯେତେବେଳେ ଆଲିଆ ତାଙ୍କ ଟ୍ୱିଟରେ ଖୁସି ବ୍ୟକ୍ତ କରିଥିଲେ, ସେତେବେଳେ ଶାହାରୁଖ ଖାନ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେବାରେ ପଛରେ ନାହାଁନ୍ତି।

Jul 4, 2021, 08:18 AM IST
ବ୍ୟାନ୍ ସତ୍ତ୍ୱେ ଭାରତ ବିପକ୍ଷରେ ଖେଳିବେ ରବିନସନ୍, ଜାଣନ୍ତୁ କେମିତି?

ବ୍ୟାନ୍ ସତ୍ତ୍ୱେ ଭାରତ ବିପକ୍ଷରେ ଖେଳିବେ ରବିନସନ୍, ଜାଣନ୍ତୁ କେମିତି?

ଦ୍ରୁତ ବୋଲର ଅଲି ରବିନସନ୍ (Ollie Robinson) ପୁନର୍ବାର ଇଂଲଣ୍ଡ (England) ପାଇଁ ଖେଳିବା ପାଇଁ ରାସ୍ତା ସଫା ହୋଇଯାଇଛି। ଏହି ସପ୍ତାହରେ ହୋଇଥିବା ଶୁଣାଣି ପରେ କ୍ରିକେଟ୍ ଅନୁଶାସନ କମିଟି ତାଙ୍କ ଉପରେ ୮ ବର୍ଷ ବଦଳରେ ୮ଟି ମ୍ୟାଚ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। 

Jul 4, 2021, 07:41 AM IST
ପରିସ୍ଥିତି କରିଦେଲା କାରିଗର; ୧୦୮ ପ୍ରକାର ଶସ୍ୟରେ ପୁଷ୍ପାଞ୍ଜଳି ଗଢିଲେ କାଳିଆ ଠାକୁର

ପରିସ୍ଥିତି କରିଦେଲା କାରିଗର; ୧୦୮ ପ୍ରକାର ଶସ୍ୟରେ ପୁଷ୍ପାଞ୍ଜଳି ଗଢିଲେ କାଳିଆ ଠାକୁର

ଗୋଟିଏ ନୁହେଁ କି ଦୁଇଟି ନୁହେଁ ପ୍ରାୟ ୧୦୮ ପ୍ରକାରର ଶସ୍ୟରେ ଜଗନ୍ନାଥଙ୍କ ବିଭିନ୍ନ ରୂପକୁ ଅତି ନିଖୁଣ ଭାବେ ବାସ୍ତବତାର ରୂପ ଦେବାର ପ୍ରୟାସ କରି ଘରେ ସୃଷ୍ଟି କରିପାରିଛନ୍ତି ଜଗନ୍ନାଥଙ୍କ ଏକ ସଂଗ୍ରହାଳୟ। ଏଭଳି ଏକ ବିରଳ ଘରୋଇ ସଂଗ୍ରହାଳୟ ବ୍ରହ୍ମପୁର ସହରରେ ତିଆରି ହୋଇଛି।

Jul 3, 2021, 04:01 PM IST
ବିରାଟଙ୍କ କାଉଣ୍ଟଡାଉନ୍ ଆରମ୍ଭ, ୪ ମାସ ପରେ ରେଜଲ୍ଟ୍

ବିରାଟଙ୍କ କାଉଣ୍ଟଡାଉନ୍ ଆରମ୍ଭ, ୪ ମାସ ପରେ ରେଜଲ୍ଟ୍

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିପଦରେ ଥିବା ସାଧାରଣରେ ଚର୍ଚ୍ଚା ଚାଲିଛି।

Jul 3, 2021, 12:02 PM IST
ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

 କାରଣ ଏହି ମନ୍ଦିରରେ କେବଳ ମହିଳା ମାନେ ହିଁ ପୂଜା କରିପାରିବେ। ତେବେ ଆଜି ଚାଲନ୍ତୁ ଜାଣିବା ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ପୁରୁଷ ମାନଙ୍କ ପାଇଁ ବିଶେଷ ନିୟମ ରହିଛି ।

Jul 2, 2021, 07:32 PM IST
ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ

ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ

୪୯ ବର୍ଷିୟା ଭାୟୁ ସେତାୟାନିଂ ଦେଶରେ ୟୁନି ଶାରା ଭାବରେ ଲୋକପ୍ରିୟ। ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ତାଙ୍କର ଏହି ତରିକା ଏବେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ଜଣା ପଡିଛି।

Jul 2, 2021, 09:20 AM IST
IND vs ENG Test: ରେଡ୍ ଜୋନରେ ୪ କ୍ରିକେଟର, ଶେଷ ହୋଇପାରେ କ୍ୟାରିୟର୍

IND vs ENG Test: ରେଡ୍ ଜୋନରେ ୪ କ୍ରିକେଟର, ଶେଷ ହୋଇପାରେ କ୍ୟାରିୟର୍

ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଇଂଲଣ୍ଡ ଗସ୍ତ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଅନ୍ୟ ଏକ ପରାଜୟ ୪ ଖେଳାଳିଙ୍କୁ ମହଙ୍ଗା ପଡିପାରେ। ଟେଷ୍ଟ କ୍ରିକେଟରେ ସେମାନଙ୍କର ଭବିଷ୍ୟତ କ’ଣ ହେବ ଏହି 4 ଖେଳାଳିଙ୍କ ପ୍ରଦର୍ଶନ ସ୍ଥିର କରିବ।

Jun 30, 2021, 03:01 PM IST
ଟିକା କେନ୍ଦ୍ରକୁ ଯାଇ ମଲାଇକା ଟ୍ରୋଲ, ୟୁଜର୍ସ ଦେଲେ ଏମିତି ରିଆକ୍ସନ୍

ଟିକା କେନ୍ଦ୍ରକୁ ଯାଇ ମଲାଇକା ଟ୍ରୋଲ, ୟୁଜର୍ସ ଦେଲେ ଏମିତି ରିଆକ୍ସନ୍

ଅଭିନେତ୍ରୀ ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। କିନ୍ତୁ ଏହି ଭିଡିଓ ଓ ଫଟୋ ପାଇଁ ଏବେ ସେ ଟ୍ରୋଲ ହେଉଛନ୍ତି।

Jun 30, 2021, 08:58 AM IST
Sunny Leoneଙ୍କୁ ଆସିଲା ଧମକ: ଆକ୍ଟ୍ରେଷଙ୍କୁ ଘାରିଲା Video Viral ଭୟ

Sunny Leoneଙ୍କୁ ଆସିଲା ଧମକ: ଆକ୍ଟ୍ରେଷଙ୍କୁ ଘାରିଲା Video Viral ଭୟ

ଆଜି ହିଁ ଜଣେ ଫ୍ୟାନ୍ ତାଙ୍କୁ ଧମକ ଦେଇଛନ୍ତି । ୟୁଜର ଲେଖିଛନ୍ତି ଯେ, ତମର କିଛି ଭିଡିଓ ମୋ ପାଖେ ଅଛି। ଯଦି ରିପ୍ଲାଏ ନଦିଅ ତେବେ ତମ ଭିଡିଓ ଭାଇରାଲ କରିଦେବି ।

Jun 29, 2021, 09:48 PM IST
ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାରଣ..

ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାରଣ..

ଶ୍ରୀରାମଙ୍କ ଭକ୍ତ ଭଗବାନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ। ଏହି ଦିନ ତାଙ୍କର ପୂଜା କଲେ ଭକ୍ତର ସମସ୍ତ ମନବାଞ୍ଛା ପୂରଣ ହୁଏ। 

Jun 29, 2021, 03:38 PM IST
ICUରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର

ICUରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର

ପତ୍ନୀ ନମିତା ମିଶ୍ରଙ୍କ କହିବାନୁସାରେ, ଢେଙ୍କାନାଳ ପୁଅ ଶକ୍ତି, ହୃତ୍‌ପିଣ୍ଡ ଓ ଯକୃତ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ହୋଇପଡ଼ିଛି। ହସ୍ପିଟାଲର ଏକ ଡାକ୍ତରୀ ଟିମ ଶକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଛନ୍ତି। 

Jun 29, 2021, 02:47 PM IST
ନାବାଳିକା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଅଭିନେତା Pearl V Puri

ନାବାଳିକା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଅଭିନେତା Pearl V Puri

ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିବା ପର୍ଲ ଭି ପୁରୀ ବର୍ତ୍ତମାନ ନିଜର ମୁହଁ ଖୋଲିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ କରି ଅଭିନେତା ଏହି ପୁରା ଘଟଣା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।  

Jun 28, 2021, 08:43 PM IST
କଳିଯୁଗର ସ୍ୱୟଂବର; 'ଶିବ ଧନୁ' ଭାଙ୍ଗିବା ଭିଡିଓ ଭାଇରାଲ୍

କଳିଯୁଗର ସ୍ୱୟଂବର; 'ଶିବ ଧନୁ' ଭାଙ୍ଗିବା ଭିଡିଓ ଭାଇରାଲ୍

କାଳିଯୁଗରେ ଜଣେ ଯୁବତୀଙ୍କ ପାଇଁ ସ୍ୱୟଂବର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବର ସାଜିଥିବା ଯୁବକ ପ୍ରଥମେ ଶିବ ଧନୁ ଭାଙ୍ଗିଥିଲେ। ତା’ପରେ କନ୍ୟା ବରକୁ ଫୁଲମାଳ ପିନ୍ଧାଇଥିଲେ। ଆଉ ଏହି ଦୃଶ୍ୟକୁ ଦେଖି ପେଣ୍ଡାଲ ତଳେ ଥିବା ଅତିଥିଗଣ କରତାଳିରେ ଗୃହ କମ୍ପାଇ ଦେଇଥିଲେ।

Jun 27, 2021, 12:35 PM IST
ବଲିଉଡ୍ ନୁହେଁ ସାଉଥ୍ ଉପରେ ରାଇନାଙ୍କ ଭରସା, ବାୟୋପିକ୍ ପାଇଁ ବାଛିଲେ ୨ ସୁପରଷ୍ଟାର୍

ବଲିଉଡ୍ ନୁହେଁ ସାଉଥ୍ ଉପରେ ରାଇନାଙ୍କ ଭରସା, ବାୟୋପିକ୍ ପାଇଁ ବାଛିଲେ ୨ ସୁପରଷ୍ଟାର୍

ନିକଟରେ ସୁରେଶ ରାଇନା ତାଙ୍କ ଆତ୍ମଜୀବନୀ ଲଞ୍ଚ କରିଥିଲେ। ଏହି ପୁସ୍ତକର ନାମ ହେଉଛି- Believe: What Life and Cricket Taught Me। ଏହି ପୁସ୍ତକ ମାଧ୍ୟମରେ ରାଇନା ଜୀବନ ଏବଂ କ୍ରିକେଟ୍ ତାଙ୍କୁ କ’ଣ ଶିଖାଇଛନ୍ତି ତାହା ଜଣାଇବାକୁ ଚେଷ୍ଟା କରିଛନ୍ତି।

Jun 27, 2021, 07:28 AM IST
ଇତିହାସ ରଚିଲେ ମିତାଲି ରାଜ୍; ସଚିନଙ୍କ ପରେ ଏହି ରେକର୍ଡ କରିବାରେ ବନିଲେ ବିଶ୍ୱର ଦ୍ୱିତୀୟ କ୍ରିକେଟର୍

ଇତିହାସ ରଚିଲେ ମିତାଲି ରାଜ୍; ସଚିନଙ୍କ ପରେ ଏହି ରେକର୍ଡ କରିବାରେ ବନିଲେ ବିଶ୍ୱର ଦ୍ୱିତୀୟ କ୍ରିକେଟର୍

ମିତାଲି ରାଜ (Mithali Raj) ୨୬ ଜୁନ୍ ୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ, ତେଣୁ ଆଜି ସେହି କ୍ରମରେ ତାଙ୍କର ୨୨ ବର୍ଷ ପୂରଣ କରିଛନ୍ତି। 

Jun 26, 2021, 03:23 PM IST
WTC Final ବିଜୟର ଅହଂକାର! ସୀମା ଟପିଲେ କ୍ୱିୱି ଫ୍ୟାନ୍ସ ଓ ମିଡିଆ, ଅଲରାଉଣ୍ଡର୍ ମାଗିଲେ କ୍ଷମା

WTC Final ବିଜୟର ଅହଂକାର! ସୀମା ଟପିଲେ କ୍ୱିୱି ଫ୍ୟାନ୍ସ ଓ ମିଡିଆ, ଅଲରାଉଣ୍ଡର୍ ମାଗିଲେ କ୍ଷମା

 ନ୍ୟୁଜିଲାଣ୍ଡର ୱେବସାଇଟ୍ (new zealand website ) AccNZ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛି। ଏହି ଫଟୋରେ ଜଣେ ମହିଳା, ପୁରୁଷଙ୍କ ବେକରେ ଏକ ପଟି ବାନ୍ଧି ହାତରେ ତାହାର ଦଉଡି ଧରିଛନ୍ତି।

Jun 26, 2021, 09:09 AM IST
ପ୍ରିୟଙ୍କାଙ୍କ ଭାବି ଭାଉଜ ସିନ୍ଥିରେ ଆଉ କାହା ସିନ୍ଦୁର, ଜାଣନ୍ତୁ କାହିଁକି ଭାଙ୍ଗିଥିଲା ବାହାଘର?

ପ୍ରିୟଙ୍କାଙ୍କ ଭାବି ଭାଉଜ ସିନ୍ଥିରେ ଆଉ କାହା ସିନ୍ଦୁର, ଜାଣନ୍ତୁ କାହିଁକି ଭାଙ୍ଗିଥିଲା ବାହାଘର?

ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା (Siddharth Chopra) ଏବଂ ଇଶିତା କିଛି ବର୍ଷ ପୂର୍ବେ ସେମାନଙ୍କ ବିବାହ ଭାଙ୍ଗିଥିଲେ। ସିଦ୍ଧାର୍ଥ ଚୋପ୍ରା ଏବଂ ଇଶିତା ଏପ୍ରିଲ ୨୦୧୯ର ଶେଷ ସପ୍ତାହରେ ବିବାହ କରିବାର ଥିଲା।

Jun 26, 2021, 07:48 AM IST
ରାତି ଅଧରେ Janhvi Kapoor ସେୟାର କଲେ Topless Photo

ରାତି ଅଧରେ Janhvi Kapoor ସେୟାର କଲେ Topless Photo

ଜାନଭୀ କପୁର (Janhvi Kapoor) ତାଙ୍କର ଏହି ମୋନୋକ୍ରୋମେଟିକ୍ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ବିଳମ୍ବିତ ରାତିରେ ସେୟାର କରାଯାଇଥିବା ଫଟୋରେ, ଜାନଭୀ ତାଙ୍କ ସୁନ୍ଦର ଖୋଲା କେଶ ସହ ବ୍ୟାକପ୍ଲାଣ୍ଟ କରୁଥିବା ଦେଖିବାକୁ ମିଳୁଛି।

Jun 25, 2021, 01:44 PM IST
ଆସିଗଲା ଆସନ୍ତା WTC Schedule; ଜାଣନ୍ତୁ କେବେ, କାହା ସହ Team Indiaର ହେବ ମୁକାବିଲା?

ଆସିଗଲା ଆସନ୍ତା WTC Schedule; ଜାଣନ୍ତୁ କେବେ, କାହା ସହ Team Indiaର ହେବ ମୁକାବିଲା?

ଆଇସିସି ପରବର୍ତ୍ତୀ ଟେଷ୍ଟ ଚାମ୍ପିଅନସିପର ସେଡ୍ୟୁଲ ଘୋଷଣା କରିସାରିଛି। ତାହାର ଫାଇନାଲ୍ ୨୦୨୩ରେ ହେବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ଟିମ ଇଣ୍ଡିଆ କେଉଁ ଦଶ ସହ ମୁହାଁମୁହିଁ ହେବ।

Jun 25, 2021, 07:00 AM IST
ଏପରି ଏକ ରହସ୍ୟମୟ ମନ୍ଦିର; ଯିଏ କରିଥାଏ ବର୍ଷା ହେବାର ପୂର୍ବାନୁମାନ

ଏପରି ଏକ ରହସ୍ୟମୟ ମନ୍ଦିର; ଯିଏ କରିଥାଏ ବର୍ଷା ହେବାର ପୂର୍ବାନୁମାନ

ମନ୍ଦିର ପଛରେ ରହିଥିବା ରହସ୍ୟର ପର୍ଦ୍ଦଫାଶ କରିବା ପାଇଁ ବିଭିନ୍ନ ଗବେଷଣା କରାଯାଇଛି ହେଲେ କେହି ଏଥିରେ ସଫଳ ହୋଇନାହାଁନ୍ତି।

Jun 24, 2021, 10:12 PM IST