• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ
 Sunny Leone ଓ Mia Khalifaଙ୍କ ନାମରେ ବିକ୍ରି ହେଉଛି ଏହି ଜିନିଷ, ଅଭିନେତ୍ରୀ ସେୟାର କଲେ ଫଟୋ

Sunny Leone ଓ Mia Khalifaଙ୍କ ନାମରେ ବିକ୍ରି ହେଉଛି ଏହି ଜିନିଷ, ଅଭିନେତ୍ରୀ ସେୟାର କଲେ ଫଟୋ

ସନ୍ନି ଲିଓନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ। ସନ୍ନି କେବଳ ଭାରତୀୟ ନୁହଁ ବିଶ୍ୱର ଦର୍ଶକଙ୍କ ହୃଦୟ ଜିତିଛନ୍ତି। ମିଆ ଖଲିଫା (Mia Khalifa) ଙ୍କ ଫଲୋ କରୁଥିବା ପ୍ରଶଂସକ ମଧ୍ୟ କମ୍ ନୁହଁନ୍ତି।

Jun 1, 2021, 10:53 PM IST
ଓଢ଼ଣୀ ପାଇଁ ୱାର୍! ଅଭିନେତ୍ରୀ ଦେଲେ ମୁହଁତୋଡ଼ ଜବାବ

ଓଢ଼ଣୀ ପାଇଁ ୱାର୍! ଅଭିନେତ୍ରୀ ଦେଲେ ମୁହଁତୋଡ଼ ଜବାବ

ଦିବ୍ୟଙ୍କା ତ୍ରିପାଠୀ ତାଙ୍କର ପାରମ୍ପରୀକ ରୂପ ପାଇଁ ଜଣାଶୁଣା। ପାଶ୍ଚାତ୍ୟ ପୋଷାକରେ ଦିବ୍ୟାଙ୍କା କ୍ୱଚିତ୍ ଦେଖାଆନ୍ତି। ସମ୍ପ୍ରତି, ଅଭିନେତ୍ରୀଙ୍କୁ ଏକ ଛୋଟ କଥା ପାଇଁ ଟ୍ରୋଲ କରାଯାଇଥିଲା, ଯାହାକୁ ସେ ବହୁତ ଭଲ ଉତ୍ତର ଦେଇଥିଲେ।

Jun 1, 2021, 06:58 PM IST
Lockdownରେ ଅଜୟ କିଣିଲେ ଆଲିସାନ୍ ବଙ୍ଗଳା, ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Lockdownରେ ଅଜୟ କିଣିଲେ ଆଲିସାନ୍ ବଙ୍ଗଳା, ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଅର୍ଜୁନ କପୁରଙ୍କ ପରେ ଅଭିନେତା ଅଜୟ ଦେବଗନ୍ ମଧ୍ୟ ଜୁହୁରେ ଏକ ନୂତନ ଘର କିଣିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।

Jun 1, 2021, 05:42 PM IST
ଇନଷ୍ଟାଗ୍ରାମରେ କେବଳ ଏହି ୬ ଜଣଙ୍କୁ ଫଲୋ କରନ୍ତି ଶାହାରୁଖ ଖାନ; ଜାଣନ୍ତୁ ଏହି ଭାଗ୍ୟଶାଳୀ ଚେହେରା କିଏ

ଇନଷ୍ଟାଗ୍ରାମରେ କେବଳ ଏହି ୬ ଜଣଙ୍କୁ ଫଲୋ କରନ୍ତି ଶାହାରୁଖ ଖାନ; ଜାଣନ୍ତୁ ଏହି ଭାଗ୍ୟଶାଳୀ ଚେହେରା କିଏ

ଇନଷ୍ଟାଗ୍ରାମରେ କେବଳ ୬ ଜଣ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ଶାହରୁଖ ଖାନ (Shah Rukh Khan) ଫଲୋ କରିଥାନ୍ତି । ଆପଣ କେବେ ଶାହରୁଖ ଖାନଙ୍କ (Shah Rukh Khan) ଏହି ଫଲୋଇଙ୍ଗ ଲିଷ୍ଟ ଯାଞ୍ଚ କରିଛନ୍ତି କି?  

मई 24, 2021, 08:41 PM IST
ରେଖା ସିନ୍ଥିରେ କାହା ସିନ୍ଦୁର? ପ୍ରଥମେ ଦେଖି କାନ୍ଦିଥିଲେ ଜୟା ବଚ୍ଚନ

ରେଖା ସିନ୍ଥିରେ କାହା ସିନ୍ଦୁର? ପ୍ରଥମେ ଦେଖି କାନ୍ଦିଥିଲେ ଜୟା ବଚ୍ଚନ

ଜୟା (Jaya Bachchan) ତାଙ୍କ ଚରିତ୍ର ପାଇଁ ଯେତିକି ଚର୍ଚ୍ଚିତ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ସେ ସତିକି ହେଡଲାଇନରେ ରହିଛନ୍ତି। ଜୟା ନିଜ ବିବାହକୁ ବଞ୍ଚାଇବା ପାଇଁ ପରୁ ପର୍ଯ୍ୟନ୍ତ ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଜି ମଧ୍ୟ ଯେତେବେଳେ ଜୟା ଏବଂ ଅମିତାଭ ବଚ୍ଚନ (Amitabh Bachchan) ଙ୍କ କଥା ଆସେ, ସେଥିରେ ରେଖା (Rekha) ଙ୍କ ନାମ ନିଶ୍ଚିତ ଭାବରେ ଯୋଡିହୁଏ।

मई 23, 2021, 04:37 PM IST
ମାହିଙ୍କ  Ex-Girlfriendଙ୍କ ଫଟୋ ଭାଇରାଲ

ମାହିଙ୍କ Ex-Girlfriendଙ୍କ ଫଟୋ ଭାଇରାଲ

ଦିନେ ରାୟ ଲକ୍ଷ୍ମୀ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଲଭ୍ ଷ୍ଟୋରୀ ବହୁତ ଚର୍ଚ୍ଚିତ ଥିଲା।  ୨୦୦୮ IPL ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସମୟରେ ଉଭୟଙ୍କ ଲିଙ୍କଅପ୍ ଖବର ସାମ୍ନାକୁ ଆସିଲା। ପରେ ପରେ ସେମାନଙ୍କ ବ୍ରେକଅପ୍ ହୋଇଥିଲା।

मई 23, 2021, 02:41 PM IST
World Test Championship: ଭାରତ ପାଇଁ ଏହି ଖେଳାଳି ପାଲଟିବେ X-Factor

World Test Championship: ଭାରତ ପାଇଁ ଏହି ଖେଳାଳି ପାଲଟିବେ X-Factor

ମଣ୍ଟି କହିଛନ୍ତି ଯେ, ଯେତେବେଳେ ଭାରତ World Test Championship ଫାଇନାଲ ଖେଳିବ, ସେତେବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର Ravindra Jadeja ଭାରତ ପାଇଁ 'X-Factor' ହେବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) WTC ଫାଇନାଲ୍ ପାଇଁ କିପରି ପିଚ୍ ପ୍ରସ୍ତୁତ କରେ ତାହା ଉପରେ ଅନେକ କିଛି ନିର୍ଭର କରିବ।

मई 23, 2021, 01:41 PM IST
 Radhika Apteଙ୍କ ନ୍ୟୁଡ୍ ଫଟୋ ଲିକ୍, ଘରୁ ୪ ଦିନ ପର୍ଯ୍ୟନ୍ତ ବାହାରିଲେନି ଅଭିନେତ୍ରୀ

Radhika Apteଙ୍କ ନ୍ୟୁଡ୍ ଫଟୋ ଲିକ୍, ଘରୁ ୪ ଦିନ ପର୍ଯ୍ୟନ୍ତ ବାହାରିଲେନି ଅଭିନେତ୍ରୀ

ନ୍ୟୁଡ୍ ଫଟୋ ଲିକ୍ ହେବାର କିଛି ଦିନ ପରେ ରାଧିକା ଆପ୍ଟେ (Radhika Apte) ଅନେକ ବିଷୟ ସେୟାର କରିଥିଲେ, ଯାହା ତାଙ୍କୁ ବହୁତ ଆଘାତ ଦେଇଥିଲା। ଏକ ମାଗାଜିନ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ 'Clean Shaven ଫିଲ୍ମର ସୁଟିଂ ସମୟରେ ଯେତେବେଳେ ମୋର ନ୍ୟୁଡ୍ ଫଟୋ ଲିକ୍ ହୋଇଥିଲା, ଲୋକମାନେ ମୋତେ ଟ୍ରୋଲ କରିଥିଲେ ଏବଂ ଏହି ସବୁ ଜିନିଷ ମୋତେ ବହୁତ ପ୍ରଭାବିତ କରୁଥିଲା। 

मई 21, 2021, 11:43 AM IST
'Indian Idol 12'ର ଗୁମର ଖୋଲିଲେ ଅଭିଜିତ୍ ସାୱନ୍ତ

'Indian Idol 12'ର ଗୁମର ଖୋଲିଲେ ଅଭିଜିତ୍ ସାୱନ୍ତ

ପ୍ରତିଯୋଗୀ ପୱନଦୀପ ରାଜନ ଏବଂ ଅରୁଣିତା କଞ୍ଜିଲାଲଙ୍କ ଲଭ୍ ଏଙ୍ଗେଲ୍କୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ Indian Idol 1 ର ବିଜେତା ଅଭିଜିତ୍ ସାୱନ୍ତଙ୍କ ଏକ ବୟାନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

मई 21, 2021, 09:51 AM IST
BCCI Women Annual Contract: ଜାଣନ୍ତୁ, କାହାକୁ ମିଳିବ କେତେ ଟଙ୍କା?

BCCI Women Annual Contract: ଜାଣନ୍ତୁ, କାହାକୁ ମିଳିବ କେତେ ଟଙ୍କା?

ଗ୍ରେଡ୍ A ଖେଳାଳିଙ୍କ ତାଲିକାରେ ମହିଳା T20 ଦଳର ଅଧିନାୟକ ହରମନପ୍ରୀତ କୌର, ସ୍ମୃତି ମନ୍ଦନା ଏବଂ ଲେଗ୍ ସ୍ପିନର ପୁନମ୍ ଯାଦବ ଅଛନ୍ତି। ଏମାନେ ବାର୍ଷିକ ୫୦ ଲକ୍ଷ ଟଙ୍କା ପାଇବେ। ଗ୍ରେଡ୍ Bରେ ଥିବା ଭେଟେରାନ୍ ମିତାଲି ରାଜ, ଝୁଲଣ ଗୋସ୍ୱାମୀ ଏବଂ ଦୀପ୍ତି ଶର୍ମାଙ୍କ ସହ ମୋଟ ୧୦ ଖେଳାଳିଙ୍କୁ ବର୍ଷିକ ୩୦ ଲକ୍ଷ ଟଙ୍କା ଦିଆଯିବ। 

मई 20, 2021, 12:00 PM IST
Kangana Ranautଙ୍କ ଟାର୍ଗେଟରେ ସେଲିବ୍ରିଟି, କୋଭିଡ୍ ପାଣ୍ଠି ସଂଗ୍ରହକୁ ନେଇ କହିଲେ ଏପରି...

Kangana Ranautଙ୍କ ଟାର୍ଗେଟରେ ସେଲିବ୍ରିଟି, କୋଭିଡ୍ ପାଣ୍ଠି ସଂଗ୍ରହକୁ ନେଇ କହିଲେ ଏପରି...

ସେ ନିୟମିତ ଭାବେ ତାଙ୍କ ଇନଷ୍ଟା ଷ୍ଟୋରୀରେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରନ୍ତି। ବର୍ତ୍ତମାନ କଙ୍ଗନାଙ୍କ ଟାର୍ଗେଟରେ ସେଲିବ୍ରିଟିମାନେ ଆସିଛନ୍ତି। ଯେଉଁମାନେ କୋରୋନା ସଂକ୍ରମିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି, ତାଙ୍କୁ ଅଭିନେତ୍ରୀ ସମାଲୋଚନା କରୁଛନ୍ତି।  

मई 20, 2021, 10:16 AM IST
ମୃତ୍ୟୁ ପରେ ବି ପରିବାର ସହ ଅଛନ୍ତି Hina Khanଙ୍କ ପିତା, ଭିଡିଓ ଦେଖାଇଲେ ଅଭିନେତ୍ରୀ

ମୃତ୍ୟୁ ପରେ ବି ପରିବାର ସହ ଅଛନ୍ତି Hina Khanଙ୍କ ପିତା, ଭିଡିଓ ଦେଖାଇଲେ ଅଭିନେତ୍ରୀ

ହିନା ଖାନ ତାଙ୍କ ଘରର ବାଲକୋନୀରେ ଠିଆ ହୋଇ ଭିଡିଓ ସୁଟିଂ ଆରମ୍ଭ କରିଥିଲେ। ଭିଡିଓ ଆଗକୁ ଆଗକୁ ଗଲାବେଳେ ହିନା ବାଲକୋନୀ ଠାରୁ କିଛି ଦୂରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଆଡକୁ କ୍ୟାମେରା ଫୋକସ୍ କରୁଛନ୍ତି। ଆଉ ସେ କହିଛନ୍ତି ଯେ,  ଏହିପରି ତାଙ୍କ ପିତା...

मई 19, 2021, 12:43 PM IST
 'କାହା ମାମୁର ଟିମ୍ ନୁହଁ', କାହାକୁ କହିଲେ Shoaib Akhtar?

'କାହା ମାମୁର ଟିମ୍ ନୁହଁ', କାହାକୁ କହିଲେ Shoaib Akhtar?

ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ପାକିସ୍ତାନ ଦଳକୁ ଦର୍ପଣ ଦେଖାଇଛନ୍ତି। ଶୋଏବ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଚୟନ କମିଟିକୁ ତାଙ୍କର ଅପୂର୍ବ ଶୈଳୀରେ ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ ସେ ପାକିସ୍ତାନୀ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କର ମଧ୍ୟ କ୍ଲାସ୍ ନେଇଛନ୍ତି।

मई 19, 2021, 09:51 AM IST
National Crush ରଶ୍ମିକା ଭାଙ୍ଗିଲେ ବିରାଟ କୋହଲି ଫ୍ୟାନ୍ସଙ୍କ ହୃଦୟ

National Crush ରଶ୍ମିକା ଭାଙ୍ଗିଲେ ବିରାଟ କୋହଲି ଫ୍ୟାନ୍ସଙ୍କ ହୃଦୟ

ରଶ୍ମିକା ମନ୍ଦନା (Rashmika Mandanna) ଏକ ଇନଷ୍ଟାଗ୍ରାମ ଲାଇଭ ଚାଟ୍ (Instagram Live Session) କରିଥିଲେ, ଯେଉଁଥିରେ ତାଙ୍କର ଜଣେ ପ୍ରଶଂସକ ପଚାରିଥିଲେ ଯେ ତାଙ୍କର ପ୍ରିୟ IPL ଦଳ କିଏ? ଅଭିନେତ୍ରୀ କନ୍ନଡ ଭାଷାରେ ପ୍ରତିକ୍ରିୟା ଦେଇ କହିଥିଲେ, 'ଇ ସାଲା କପ୍ ନାମଡେ'

मई 17, 2021, 04:04 PM IST
 ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

PL 2021 ଆରମ୍ଭ ପୂର୍ବରୁ ଅନେକ ଖେଳାଳି କୋରୋନା ଟିକା ନେବାକୁ ମନା କରିଦେଇଥିଲେ। ଯେତେବେଳେ ଫ୍ରାଞ୍ଚାଇଜି ଟିକାକରଣ କରିବାକୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଅନେକ ଖେଳାଳି ଏଥିରେ ଆଗ୍ରହ ଦେଖାଇ ନଥିଲେ।

मई 16, 2021, 08:51 AM IST
ଭୟଙ୍କର ସ୍ଥିତିରେ Yuzvendra Chahalଙ୍କ ପରିବାର, Emotional post ସେୟାର କଲେ କ୍ରିକେଟର

ଭୟଙ୍କର ସ୍ଥିତିରେ Yuzvendra Chahalଙ୍କ ପରିବାର, Emotional post ସେୟାର କଲେ କ୍ରିକେଟର

ଚହଲ-ଧନଶ୍ରୀଙ୍କ ପରିବାର ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି। ବାସ୍ତବରେ, ତାଙ୍କ ପରିବାର ମଧ୍ୟ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ବୋଲି ଚହଲ (Yuzvendra Chahal) ଙ୍କ ପତ୍ନୀ ଧନଶ୍ରୀ ଭର୍ମା ସୂଚନା ଦେଇଛନ୍ତି।

मई 16, 2021, 08:26 AM IST
 କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ। ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ହୋଇଛି।

मई 16, 2021, 07:54 AM IST
 କୋରୋନାରୁ ଲଢେଇ ପାଇଁ ଗୁରୁମନ୍ତ୍ର ଦେଲେ କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଓ ବିଶିଷ୍ଟ ନୃତ୍ୟାଙ୍ଗନା

କୋରୋନାରୁ ଲଢେଇ ପାଇଁ ଗୁରୁମନ୍ତ୍ର ଦେଲେ କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଓ ବିଶିଷ୍ଟ ନୃତ୍ୟାଙ୍ଗନା

ଆମେ ଜିତିବୁ....ପଜିଟିଭିଟି ଅନଲିମିଟେଡ୍ ଜରିଆରେ କୋରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ସାରା ଦେଶ ଏକଜୁଟ୍ ହୋଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ କୋରୋନାକୁ ହରାଇବାରେ ଲାଗିପଡିଛି। କୋଭିଡ୍ ରେସପେନ୍ସ ଟିମ୍ ଦିଲ୍ଲୀ ପକ୍ଷରୁ ମଧ୍ୟ ଏକ Lecture Series ଆୟୋଜିତ କରାଯାଇଛି।

मई 14, 2021, 04:21 PM IST
 ଏହି ଗୋଟିଏ ପ୍ରଶ୍ନ Manushi Chhillarଙ୍କୁ ବନାଇଥିଲା Miss World, ଠିଆ ହୋଇ ଜଜ୍ ବଜାଇଥିଲେ ତାଳି

ଏହି ଗୋଟିଏ ପ୍ରଶ୍ନ Manushi Chhillarଙ୍କୁ ବନାଇଥିଲା Miss World, ଠିଆ ହୋଇ ଜଜ୍ ବଜାଇଥିଲେ ତାଳି

ମିସ୍ ୱାର୍ଲ୍ଡ (Miss World) ଟାଇଟଲ୍ ଜିତିଥିବା ଅନ୍ୟ ଅଭିନେତ୍ରୀମାନଙ୍କ ପରି ମାନୁଷୀ ଚ୍ଛିଲ୍ଲର୍ (Manushi Chhillar) ବଲିଉଡରେ ପ୍ରବେଶ କରିବାକୁ ତତ୍ପର ହୋଇନଥିଲେ ଏବଂ ସଠିକ୍ ସମୟ ଅପେକ୍ଷା କରିଥିଲେ। ସର୍ବଶେଷରେ, ମାନୁଷୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ପୃଥ୍ୱୀରାଜ ଚୌହାନ ନଜର ଆସୁଛନ୍ତି।

मई 14, 2021, 02:31 PM IST
କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍

କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍

ଅଷ୍ଟ୍ରେଲୀଆନ ଓପନ୍ ପରଠାରୁ ସେରେନା ୱିଲିୟମ୍ସ (Serena Williams) କୌଣସି ବଡ ଟୁର୍ଣ୍ଣାମେଣ୍ଟ ଖେଳି ନଥିଲେ। ବୁଧବାର ଓପନିଂ ସେଟରେ ଦୁଇଥର ବ୍ରେକଡାଉନ୍ ହୋଇ ସୁଦ୍ଧା ପ୍ରଥମ ତିନି ସେଟରେ ପଏଣ୍ଟକୁ ସରୁକ୍ଷିତ ରଖି Nadia Podoroskaଙ୍କ ସହ ଚତୁର୍ଥ ସେଟରେ ଟାଇବ୍ରେକର ସେ ସମ୍ମୁଖୀନ ହୋଇଥିଲେ।

मई 14, 2021, 09:33 AM IST