• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର
'Indian Idol 12'ର ଗୁମର ଖୋଲିଲେ ଅଭିଜିତ୍ ସାୱନ୍ତ

'Indian Idol 12'ର ଗୁମର ଖୋଲିଲେ ଅଭିଜିତ୍ ସାୱନ୍ତ

ପ୍ରତିଯୋଗୀ ପୱନଦୀପ ରାଜନ ଏବଂ ଅରୁଣିତା କଞ୍ଜିଲାଲଙ୍କ ଲଭ୍ ଏଙ୍ଗେଲ୍କୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ Indian Idol 1 ର ବିଜେତା ଅଭିଜିତ୍ ସାୱନ୍ତଙ୍କ ଏକ ବୟାନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

मई 21, 2021, 09:51 AM IST
BCCI Women Annual Contract: ଜାଣନ୍ତୁ, କାହାକୁ ମିଳିବ କେତେ ଟଙ୍କା?

BCCI Women Annual Contract: ଜାଣନ୍ତୁ, କାହାକୁ ମିଳିବ କେତେ ଟଙ୍କା?

ଗ୍ରେଡ୍ A ଖେଳାଳିଙ୍କ ତାଲିକାରେ ମହିଳା T20 ଦଳର ଅଧିନାୟକ ହରମନପ୍ରୀତ କୌର, ସ୍ମୃତି ମନ୍ଦନା ଏବଂ ଲେଗ୍ ସ୍ପିନର ପୁନମ୍ ଯାଦବ ଅଛନ୍ତି। ଏମାନେ ବାର୍ଷିକ ୫୦ ଲକ୍ଷ ଟଙ୍କା ପାଇବେ। ଗ୍ରେଡ୍ Bରେ ଥିବା ଭେଟେରାନ୍ ମିତାଲି ରାଜ, ଝୁଲଣ ଗୋସ୍ୱାମୀ ଏବଂ ଦୀପ୍ତି ଶର୍ମାଙ୍କ ସହ ମୋଟ ୧୦ ଖେଳାଳିଙ୍କୁ ବର୍ଷିକ ୩୦ ଲକ୍ଷ ଟଙ୍କା ଦିଆଯିବ। 

मई 20, 2021, 12:00 PM IST
Kangana Ranautଙ୍କ ଟାର୍ଗେଟରେ ସେଲିବ୍ରିଟି, କୋଭିଡ୍ ପାଣ୍ଠି ସଂଗ୍ରହକୁ ନେଇ କହିଲେ ଏପରି...

Kangana Ranautଙ୍କ ଟାର୍ଗେଟରେ ସେଲିବ୍ରିଟି, କୋଭିଡ୍ ପାଣ୍ଠି ସଂଗ୍ରହକୁ ନେଇ କହିଲେ ଏପରି...

ସେ ନିୟମିତ ଭାବେ ତାଙ୍କ ଇନଷ୍ଟା ଷ୍ଟୋରୀରେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରନ୍ତି। ବର୍ତ୍ତମାନ କଙ୍ଗନାଙ୍କ ଟାର୍ଗେଟରେ ସେଲିବ୍ରିଟିମାନେ ଆସିଛନ୍ତି। ଯେଉଁମାନେ କୋରୋନା ସଂକ୍ରମିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି, ତାଙ୍କୁ ଅଭିନେତ୍ରୀ ସମାଲୋଚନା କରୁଛନ୍ତି।  

मई 20, 2021, 10:16 AM IST
ମୃତ୍ୟୁ ପରେ ବି ପରିବାର ସହ ଅଛନ୍ତି Hina Khanଙ୍କ ପିତା, ଭିଡିଓ ଦେଖାଇଲେ ଅଭିନେତ୍ରୀ

ମୃତ୍ୟୁ ପରେ ବି ପରିବାର ସହ ଅଛନ୍ତି Hina Khanଙ୍କ ପିତା, ଭିଡିଓ ଦେଖାଇଲେ ଅଭିନେତ୍ରୀ

ହିନା ଖାନ ତାଙ୍କ ଘରର ବାଲକୋନୀରେ ଠିଆ ହୋଇ ଭିଡିଓ ସୁଟିଂ ଆରମ୍ଭ କରିଥିଲେ। ଭିଡିଓ ଆଗକୁ ଆଗକୁ ଗଲାବେଳେ ହିନା ବାଲକୋନୀ ଠାରୁ କିଛି ଦୂରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଆଡକୁ କ୍ୟାମେରା ଫୋକସ୍ କରୁଛନ୍ତି। ଆଉ ସେ କହିଛନ୍ତି ଯେ,  ଏହିପରି ତାଙ୍କ ପିତା...

मई 19, 2021, 12:43 PM IST
 'କାହା ମାମୁର ଟିମ୍ ନୁହଁ', କାହାକୁ କହିଲେ Shoaib Akhtar?

'କାହା ମାମୁର ଟିମ୍ ନୁହଁ', କାହାକୁ କହିଲେ Shoaib Akhtar?

ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ପାକିସ୍ତାନ ଦଳକୁ ଦର୍ପଣ ଦେଖାଇଛନ୍ତି। ଶୋଏବ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଚୟନ କମିଟିକୁ ତାଙ୍କର ଅପୂର୍ବ ଶୈଳୀରେ ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ ସେ ପାକିସ୍ତାନୀ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କର ମଧ୍ୟ କ୍ଲାସ୍ ନେଇଛନ୍ତି।

मई 19, 2021, 09:51 AM IST
National Crush ରଶ୍ମିକା ଭାଙ୍ଗିଲେ ବିରାଟ କୋହଲି ଫ୍ୟାନ୍ସଙ୍କ ହୃଦୟ

National Crush ରଶ୍ମିକା ଭାଙ୍ଗିଲେ ବିରାଟ କୋହଲି ଫ୍ୟାନ୍ସଙ୍କ ହୃଦୟ

ରଶ୍ମିକା ମନ୍ଦନା (Rashmika Mandanna) ଏକ ଇନଷ୍ଟାଗ୍ରାମ ଲାଇଭ ଚାଟ୍ (Instagram Live Session) କରିଥିଲେ, ଯେଉଁଥିରେ ତାଙ୍କର ଜଣେ ପ୍ରଶଂସକ ପଚାରିଥିଲେ ଯେ ତାଙ୍କର ପ୍ରିୟ IPL ଦଳ କିଏ? ଅଭିନେତ୍ରୀ କନ୍ନଡ ଭାଷାରେ ପ୍ରତିକ୍ରିୟା ଦେଇ କହିଥିଲେ, 'ଇ ସାଲା କପ୍ ନାମଡେ'

मई 17, 2021, 04:04 PM IST
 ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

PL 2021 ଆରମ୍ଭ ପୂର୍ବରୁ ଅନେକ ଖେଳାଳି କୋରୋନା ଟିକା ନେବାକୁ ମନା କରିଦେଇଥିଲେ। ଯେତେବେଳେ ଫ୍ରାଞ୍ଚାଇଜି ଟିକାକରଣ କରିବାକୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଅନେକ ଖେଳାଳି ଏଥିରେ ଆଗ୍ରହ ଦେଖାଇ ନଥିଲେ।

मई 16, 2021, 08:51 AM IST
ଭୟଙ୍କର ସ୍ଥିତିରେ Yuzvendra Chahalଙ୍କ ପରିବାର, Emotional post ସେୟାର କଲେ କ୍ରିକେଟର

ଭୟଙ୍କର ସ୍ଥିତିରେ Yuzvendra Chahalଙ୍କ ପରିବାର, Emotional post ସେୟାର କଲେ କ୍ରିକେଟର

ଚହଲ-ଧନଶ୍ରୀଙ୍କ ପରିବାର ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି। ବାସ୍ତବରେ, ତାଙ୍କ ପରିବାର ମଧ୍ୟ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ବୋଲି ଚହଲ (Yuzvendra Chahal) ଙ୍କ ପତ୍ନୀ ଧନଶ୍ରୀ ଭର୍ମା ସୂଚନା ଦେଇଛନ୍ତି।

मई 16, 2021, 08:26 AM IST
 କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ। ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ହୋଇଛି।

मई 16, 2021, 07:54 AM IST
 କୋରୋନାରୁ ଲଢେଇ ପାଇଁ ଗୁରୁମନ୍ତ୍ର ଦେଲେ କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଓ ବିଶିଷ୍ଟ ନୃତ୍ୟାଙ୍ଗନା

କୋରୋନାରୁ ଲଢେଇ ପାଇଁ ଗୁରୁମନ୍ତ୍ର ଦେଲେ କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଓ ବିଶିଷ୍ଟ ନୃତ୍ୟାଙ୍ଗନା

ଆମେ ଜିତିବୁ....ପଜିଟିଭିଟି ଅନଲିମିଟେଡ୍ ଜରିଆରେ କୋରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ସାରା ଦେଶ ଏକଜୁଟ୍ ହୋଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ କୋରୋନାକୁ ହରାଇବାରେ ଲାଗିପଡିଛି। କୋଭିଡ୍ ରେସପେନ୍ସ ଟିମ୍ ଦିଲ୍ଲୀ ପକ୍ଷରୁ ମଧ୍ୟ ଏକ Lecture Series ଆୟୋଜିତ କରାଯାଇଛି।

मई 14, 2021, 04:21 PM IST
 ଏହି ଗୋଟିଏ ପ୍ରଶ୍ନ Manushi Chhillarଙ୍କୁ ବନାଇଥିଲା Miss World, ଠିଆ ହୋଇ ଜଜ୍ ବଜାଇଥିଲେ ତାଳି

ଏହି ଗୋଟିଏ ପ୍ରଶ୍ନ Manushi Chhillarଙ୍କୁ ବନାଇଥିଲା Miss World, ଠିଆ ହୋଇ ଜଜ୍ ବଜାଇଥିଲେ ତାଳି

ମିସ୍ ୱାର୍ଲ୍ଡ (Miss World) ଟାଇଟଲ୍ ଜିତିଥିବା ଅନ୍ୟ ଅଭିନେତ୍ରୀମାନଙ୍କ ପରି ମାନୁଷୀ ଚ୍ଛିଲ୍ଲର୍ (Manushi Chhillar) ବଲିଉଡରେ ପ୍ରବେଶ କରିବାକୁ ତତ୍ପର ହୋଇନଥିଲେ ଏବଂ ସଠିକ୍ ସମୟ ଅପେକ୍ଷା କରିଥିଲେ। ସର୍ବଶେଷରେ, ମାନୁଷୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ପୃଥ୍ୱୀରାଜ ଚୌହାନ ନଜର ଆସୁଛନ୍ତି।

मई 14, 2021, 02:31 PM IST
କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍

କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍

ଅଷ୍ଟ୍ରେଲୀଆନ ଓପନ୍ ପରଠାରୁ ସେରେନା ୱିଲିୟମ୍ସ (Serena Williams) କୌଣସି ବଡ ଟୁର୍ଣ୍ଣାମେଣ୍ଟ ଖେଳି ନଥିଲେ। ବୁଧବାର ଓପନିଂ ସେଟରେ ଦୁଇଥର ବ୍ରେକଡାଉନ୍ ହୋଇ ସୁଦ୍ଧା ପ୍ରଥମ ତିନି ସେଟରେ ପଏଣ୍ଟକୁ ସରୁକ୍ଷିତ ରଖି Nadia Podoroskaଙ୍କ ସହ ଚତୁର୍ଥ ସେଟରେ ଟାଇବ୍ରେକର ସେ ସମ୍ମୁଖୀନ ହୋଇଥିଲେ।

मई 14, 2021, 09:33 AM IST
ସୋସିଆଲ ମିଡିଆରେ ହରଭଜନଙ୍କ ଗୁହାରି ଶୁଣିଲେ ସୋନୁ ସୁଦ୍

ସୋସିଆଲ ମିଡିଆରେ ହରଭଜନଙ୍କ ଗୁହାରି ଶୁଣିଲେ ସୋନୁ ସୁଦ୍

ସୋନୁ ସୁଦ ପ୍ରାୟ ଏକ ବର୍ଷ ଧରି ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦେଶ ବିଦେଶରେ ଖୁବ ପ୍ରଶଂସା କରାଯାଉଛି। ସୋନୁ ପ୍ରଥମେ ଲକଡାଉନ (Lockdown) ରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ, ଯାହା ପରେ ଖାଦ୍ୟ, ଔଷଧ ଏବଂ ଅନେକ ଉପାୟରେ ଏହି କୋରୋନା ସଙ୍କଟ ବେଳେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ।

मई 13, 2021, 11:08 AM IST
IND vs SL ସିରିଜ ଉପରେ ବି କୋରୋନାର କଳା ବାଦଲ, ହୋଇପାରେ ଏହି ବଡ ପରିବର୍ତ୍ତନ

IND vs SL ସିରିଜ ଉପରେ ବି କୋରୋନାର କଳା ବାଦଲ, ହୋଇପାରେ ଏହି ବଡ ପରିବର୍ତ୍ତନ

ଶ୍ରୀଲଙ୍କାରେ ମଙ୍ଗଳବାର କେବଳ ୨୫୬୮ଟି କୋରନା ମାମଲା ରେକର୍ଡ ରହୋଇଛି। ସରକାରୀ ଆକଳନ ଅନୁଯାୟୀ, ସେଥି ମଧ୍ୟରୁ ୩୮ଟି ମାମଲା ବିଦେଶରୁ ଆସିଛି। ତେବେ ଏହି କୋରୋନା ସଙ୍କଟକୁ ଦେଖି ସିରିଜରେ କିଛି ପରିବର୍ତ୍ତନ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

मई 12, 2021, 03:46 PM IST
ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲଙ୍କ ହୃଦୟ ଜିତିଲେ ହ୍ରିତିକ୍

ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲଙ୍କ ହୃଦୟ ଜିତିଲେ ହ୍ରିତିକ୍

ଟ୍ୱିଙ୍କଲ ଖାନ୍ନା (Twinkle Khanna), ହ୍ରିତିକ ରୋଶନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟରେ ଲେଖିଛନ୍ତି, 'ମୋର ପଡ଼ୋଶୀ ...

मई 12, 2021, 02:30 PM IST
ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା

ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା

ଦିନେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରେଖା (Rekha) ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ମଧ୍ୟ ଗଠିଉଠିଥିଲା ପ୍ରେମ ସମ୍ପର୍କ। ସେମାନେ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ପ୍ରସ୍ତୁତି ହୋଇସାରିଥିଲେ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ କାହିଁକି ହଠାତ୍ ଆମେ ଅତୀତର ଏହି ପ୍ରେମ କାହାଣୀ ଆପଣଙ୍କୁ କହୁଛୁ।

मई 12, 2021, 01:54 PM IST
ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର

ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର

ରାଜଧାନୀ ଭୁବନେଶ୍ୱରର (Bhubaneswar) କଳିଙ୍ଗନଗରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଲୋକପ୍ରିୟ କଣ୍ଠଶିଳ୍ପୀ ସୋହିନୀ ମିଶ୍ର (Sohini Mishra) ଓ ହିମାଂଶୁ ସେଖର ପତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

मई 11, 2021, 12:14 PM IST
ପ୍ରଥମ ଥର ଅଣ-ଭାରତୀୟ Cricketerଙ୍କୁ ICC ଦେଲା ବିଶେଷ ସମ୍ମାନ

ପ୍ରଥମ ଥର ଅଣ-ଭାରତୀୟ Cricketerଙ୍କୁ ICC ଦେଲା ବିଶେଷ ସମ୍ମାନ

ICC ଚଳିତବର୍ଷ ଜାନୁଆରୀରୁ ମାସର ଶ୍ରେଷ୍ଠ କ୍ରିକେଟର ବାଛିବା ଆରମ୍ଭ କରିଥିଲା। ଏହି ପୁରସ୍କାରକୁ ପ୍ରଥମ ଥର ପାଇଁ ଭାରତର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଜିତିଥିଲେ।

मई 11, 2021, 08:16 AM IST
 India vs England Test: ବିରାଟ ସେନାକୁ ନେଇ 'The Wall'ଙ୍କ ଭବିଷ୍ୟବାଣୀ

India vs England Test: ବିରାଟ ସେନାକୁ ନେଇ 'The Wall'ଙ୍କ ଭବିଷ୍ୟବାଣୀ

ଟିମ୍ ଇଣ୍ଡିଆ (Team India) ଅଗଷ୍ଟ ୫ରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ (England) ଦଳ ଚଳିତବର୍ଷ ମାର୍ଚ୍ଚରେ ଭାରତ ଦ୍ୱାରା ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ, ଭୋକିଲା ସିଂହ ପରି, ବ୍ରିଟିଶମାନେ ଭାରତ ବିପକ୍ଷରେ ସେହି ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଗ୍ରାଉଣ୍ଡକୁ ଆସିବେ।

मई 10, 2021, 01:28 PM IST
Twitter ପରେ Insta ଉପରେ ଖପ୍ପା କଙ୍ଗନା

Twitter ପରେ Insta ଉପରେ ଖପ୍ପା କଙ୍ଗନା

ବିବାଦିୟ ଟ୍ୱିଟ୍ ଯୋଗୁଁ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଦିନ ପୂର୍ବରୁ ସ୍ଥାୟୀ ଭାବେ ବାତିଲ କରାଯାଇଛି। ଯାହାକୁ ନେଇ ଅଭିନେତ୍ରୀ ଟ୍ୱିଟରକୁ ହମଲା କରିଥିଲେ। ଏବେ Instagram ମଧ୍ୟ କଙ୍ଗନାଙ୍କ ଷ୍ଟୋରୀ ଉପରେ ଆକ୍ସନ ନେବାକୁ ଆରମ୍ଭ କଲାଣି।

मई 10, 2021, 10:01 AM IST