• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
 India vs England Test: ବିରାଟ ସେନାକୁ ନେଇ 'The Wall'ଙ୍କ ଭବିଷ୍ୟବାଣୀ

India vs England Test: ବିରାଟ ସେନାକୁ ନେଇ 'The Wall'ଙ୍କ ଭବିଷ୍ୟବାଣୀ

ଟିମ୍ ଇଣ୍ଡିଆ (Team India) ଅଗଷ୍ଟ ୫ରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ (England) ଦଳ ଚଳିତବର୍ଷ ମାର୍ଚ୍ଚରେ ଭାରତ ଦ୍ୱାରା ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ, ଭୋକିଲା ସିଂହ ପରି, ବ୍ରିଟିଶମାନେ ଭାରତ ବିପକ୍ଷରେ ସେହି ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଗ୍ରାଉଣ୍ଡକୁ ଆସିବେ।

मई 10, 2021, 01:28 PM IST
Twitter ପରେ Insta ଉପରେ ଖପ୍ପା କଙ୍ଗନା

Twitter ପରେ Insta ଉପରେ ଖପ୍ପା କଙ୍ଗନା

ବିବାଦିୟ ଟ୍ୱିଟ୍ ଯୋଗୁଁ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଦିନ ପୂର୍ବରୁ ସ୍ଥାୟୀ ଭାବେ ବାତିଲ କରାଯାଇଛି। ଯାହାକୁ ନେଇ ଅଭିନେତ୍ରୀ ଟ୍ୱିଟରକୁ ହମଲା କରିଥିଲେ। ଏବେ Instagram ମଧ୍ୟ କଙ୍ଗନାଙ୍କ ଷ୍ଟୋରୀ ଉପରେ ଆକ୍ସନ ନେବାକୁ ଆରମ୍ଭ କଲାଣି।

मई 10, 2021, 10:01 AM IST
HBD Sai Pallavi: ଜନ୍ମ ଦିନରେ Natural Beautyଙ୍କ ନୂଆ ଫିଲ୍ମର ନୂଆ ଲୁକ୍

HBD Sai Pallavi: ଜନ୍ମ ଦିନରେ Natural Beautyଙ୍କ ନୂଆ ଫିଲ୍ମର ନୂଆ ଲୁକ୍

Natural Beauty ନାମରେ ପରିଚିତ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି। Niharika Entertainment ବ୍ୟାନେରରେ ନିର୍ମିତ Shyam Singha Roy ଚଳିତବର୍ଷ ରିଲିଜ କରିବାକୁ ନିର୍ମାତା ଲକ୍ଷ ରଖିଛନ୍ତି।

मई 9, 2021, 12:57 PM IST
ପରପାରିରେ ବିଜୟଙ୍କ ବୋଉ ଶାନ୍ତିଲତା

ପରପାରିରେ ବିଜୟଙ୍କ ବୋଉ ଶାନ୍ତିଲତା

ବିଜୟ ମହାନ୍ତି (Bijay Mohanty) ଙ୍କ ଦେହାନ୍ତକୁ ବର୍ଷେ ନ ପୁରୁଣୁ ଶାନ୍ତିଲତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶାନ୍ତିଲତାଙ୍କ ୨ଟି ପୁଅ ଓ ତିନୋଟ ଝିଅ ଥଲେ।

मई 8, 2021, 03:23 PM IST
 ବିବାଦରେ ସୁଗନ୍ଧା ମିଶ୍ରଙ୍କ ବିବାହ, ଥାନାରେ ପହଞ୍ଚିଲା ମାମଲା

ବିବାଦରେ ସୁଗନ୍ଧା ମିଶ୍ରଙ୍କ ବିବାହ, ଥାନାରେ ପହଞ୍ଚିଲା ମାମଲା

ସୁଗନ୍ଧା ମିଶ୍ର (Sugandha Mishra) ଙ୍କ ବିବାହ ସମାରୋହରେ କୋରୋନା ପ୍ରୋଟୋକଲ (Covid Protocol)  ପାଳନ କରାଯାଇ ନାହିଁ ଏବଂ ନିୟମ ଉଲ୍ଲଂଘନ କରାଯାଇଛି।

मई 7, 2021, 02:35 PM IST
ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍

ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍

ପୁଣି ଥରେ ଏହି ଫଟାଫଟ କ୍ରିକେଟ ଆରମ୍ଭ କରିବାନେଇ BCCI ଯୋଜନା କରୁଛି। ତେବେ ଏଥର ଭାରତରେ ହେବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି।

मई 7, 2021, 08:55 AM IST
 ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତିରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତିରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକଙ୍କୁ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ହାଇସ୍କୁଲ ସ୍ତରରେ ମଧ୍ୟ ପୁରସ୍କାର ଦିଆଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଜଣାଇଛନ୍ତି।

मई 5, 2021, 09:54 AM IST
 'ମସ୍ତାନୀ'ଙ୍କ ପୁରା ପରିବାର କୋରୋନା ପଜିଟିଭ୍, ଅଳ୍ପକେ ବର୍ତ୍ତିଲେ ରଣବୀର

'ମସ୍ତାନୀ'ଙ୍କ ପୁରା ପରିବାର କୋରୋନା ପଜିଟିଭ୍, ଅଳ୍ପକେ ବର୍ତ୍ତିଲେ ରଣବୀର

୬୫ ବର୍ଷିୟ ପ୍ରକାଶ ପାଦୁକୋନ୍ ନିକଟରେ କୋରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ଏବଂ ଦ୍ୱିତୀୟ ଡୋଜକୁ ଅପେକ୍ଷା କରିଥିଲେ। ଏହାପୂର୍ବରୁ ପ୍ରକାଶ ପାଦୁକୋନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

मई 5, 2021, 08:16 AM IST
 ଟ୍ୱିଟର ଆକାଉଣ୍ଟ ହଟାଇଲା ପରେ ଏମିତି କହିଲେ କଙ୍ଗନା

ଟ୍ୱିଟର ଆକାଉଣ୍ଟ ହଟାଇଲା ପରେ ଏମିତି କହିଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ସେ ପ୍ରାୟତଃ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏବଂ ହିନ୍ଦୁତ୍ୱକୁ ନେଇ ଟ୍ୱିଟରରେ ଲେଖନ୍ତି। ଯହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥାଏ।

मई 4, 2021, 05:24 PM IST
ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ

ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା IPL 2021। ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନା (Coronavirus) ରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା। 

मई 4, 2021, 02:29 PM IST
କୋରୋନାରେ ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

କୋରୋନାରେ ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ କନୱାରପାଲ ୨୦୦୩ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ପେଜ୍-3, ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର-2, ଦ ଷ୍ଟେଟ୍ସ ଏବଂ ଗାଜି ଆଟାକ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

मई 1, 2021, 02:00 PM IST
କୋରୋନା କାଳେ କେମିତି ହେବ T20 ବିଶ୍ୱକପ? BCCI ଦେଲା ବଡ ବୟାନ

କୋରୋନା କାଳେ କେମିତି ହେବ T20 ବିଶ୍ୱକପ? BCCI ଦେଲା ବଡ ବୟାନ

ବର୍ତ୍ତମାନ ବାୟୋ ବବୁଲ ପରିବେଶରେ IPL 2021 ଆୟୋଜନ କରାଯାଉଛି। କିନ୍ତୁ BCCI ପାଇଁ ବଡ ଚ୍ୟାଲେଞ୍ଜ ପାଲିଟିଛି ପ୍ରତିକୂଳ ପରିବେଶରେ T20 ବିଶ୍ୱକପ କରିବା।

मई 1, 2021, 11:01 AM IST
IPL 2021: ଧାୱନ ଓ ପୃଥ୍ୱୀଙ୍କ ଧମାକା, ଏକତରଫା ମୁକାବିଲାରେ ଧୂଳି ଚାଟିଲା କୋଲକାତା

IPL 2021: ଧାୱନ ଓ ପୃଥ୍ୱୀଙ୍କ ଧମାକା, ଏକତରଫା ମୁକାବିଲାରେ ଧୂଳି ଚାଟିଲା କୋଲକାତା

ଦିଲ୍ଲୀ (Delhi Capitals) କେବଳ ୧୭ ଓଭରରେ ୧୫୫ ରନ୍‌ର ଟାର୍ଗେଟକୁ ହାସଲ କରିଥିଲା। କୋଲକାତାର ବ୍ୟାଟ୍ସମ୍ୟାନ୍ ଦିଲ୍ଲୀ ବିପକ୍ଷରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନଥିଲେ।

Apr 30, 2021, 07:43 AM IST
 କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ରରୁ ବାହାରିଛି ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା। ଭୋଇସେବକ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସେବାୟତଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚନ୍ଦନ ଯାତ୍ରା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।

Apr 28, 2021, 07:11 AM IST
IPL 2021: RCBର ବିଜୟଧାରା ଜାରି, ଗୋଟିଏ ରନରେ ହାରିଲା DC

IPL 2021: RCBର ବିଜୟଧାରା ଜାରି, ଗୋଟିଏ ରନରେ ହାରିଲା DC

ମ୍ୟାଚରେ ଶେଷ ଗୋଟିଏ ବଲରୋମାଞ୍ଚକର ଥିଲା। ଶେଷ ବଲରେ ଜିତିବା ପାଇଁ ଦିଲ୍ଲୀକୁ ୬ ରନ୍ ଆବଶ୍ୟକ ଥିଲା କିନ୍ତୁ ଋଷଭ ପନ୍ତ କେବଳ ଚୌକା ମାରିଥିଲେ ଏବଂ ବାଙ୍ଗାଲୋର ଗୋଟିଏ ରନରେ ବିଜୟ ହୋଇଥିଲା।

Apr 28, 2021, 06:25 AM IST
ବଦଳୁଛି ଓଡ଼ିଆ ସିନେମା, ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ?

ବଦଳୁଛି ଓଡ଼ିଆ ସିନେମା, ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ?

ସେହିପରି ଦିନକୁ ଦିନ ଯୁବପିଢ଼ି ସିନେମା ପ୍ରତି ଆକର୍ଷିତ ହେଉଥିବାବେଳେ ଟେକ୍ନୋଲୋଜି ମଧ୍ୟ ବିକଶିତ ହେଉଛି।

Apr 26, 2021, 09:55 PM IST
Radheର 'ସିଟି ମାର' ଗୀତ ରିଲିଜ୍, ଆଲୁ ଅର୍ଜୁନଙ୍କୁ ସଲମାନ ଦେଲେ କ୍ରେଡିଟ୍

Radheର 'ସିଟି ମାର' ଗୀତ ରିଲିଜ୍, ଆଲୁ ଅର୍ଜୁନଙ୍କୁ ସଲମାନ ଦେଲେ କ୍ରେଡିଟ୍

ସାଉଥ ଫିଲ୍ମ DJ: Duvvada Jagannadhamର 'ସିଟି ମାର' ଗୀତକୁ ସମାନଙ୍କ Radheରେ ରିକମ୍ପୋଜ କରାଯାଇଛି। ମୂଳ ବା Orgional ଗୀତକୁ ଦେବୀ ଶ୍ରୀ ପ୍ରସାଦ (DSP) କମ୍ପୋସ କରିଥିଲେ। ଆଉ ସେ ହିଁ Radheରେ ବି କମ୍ପୋସ କରିଛନ୍ତି।

Apr 26, 2021, 02:46 PM IST
ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ

ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ

ପରିବାର କୋରୋନା ସହ ଲଢେଇ କରୁଥିବାରୁ ସେମାନଙ୍କ ସେବା ପାଇଁ ଆଜିଠାରୁ ସେ ବିରତି ନେବାକୁ ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Apr 26, 2021, 07:39 AM IST
କୋରୋନାରେ ଘାଣ୍ଟି ହେଉଛନ୍ତି ଦେଶବାସୀ, ଭ୍ୟାକେସନରେ ବ୍ୟସ୍ତ Star Kids

କୋରୋନାରେ ଘାଣ୍ଟି ହେଉଛନ୍ତି ଦେଶବାସୀ, ଭ୍ୟାକେସନରେ ବ୍ୟସ୍ତ Star Kids

ସେଲିବ୍ରେଟିମାନେ ଭ୍ୟାକେସନରେ ବାହାରିଛନ୍ତି। ମାଳଦୀପରେ ମସ୍ତି କରୁଥିବା ନେଇ ଅନେକ ଷ୍ଟାର କିଡ୍ସ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏକ ବିସ୍ଫୋରକ ବୟାନ ଦେଇଛନ୍ତି।

Apr 25, 2021, 11:22 AM IST
ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video

ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video

ଆଜିକାଲି ସୋସିଆଲ ମିଡିଆରେ ଆମେରିକୀୟ ରାପର Cardi Bଙ୍କ ରାପ୍ ବହୁତ ଟ୍ରେଣ୍ଡ କରୁଛି। Nia Sharma ଠାରୁ ଆରମ୍ଭ କରି Devoleena Bhattacharjee ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଏହା ଉପରେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ମଧ୍ୟ ଏକ ଭିଡିଓ କରିଛନ୍ତି।

Apr 25, 2021, 08:05 AM IST