ରଥ ଉପରେ ମୋବାଇଲ ନିଷେଧ, ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସେବାୟତମାନେ ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ଫୋନ୍ ନେବା ଓ ଅଣ ସେବାୟତଙ୍କ ପ୍ରବେଶକୂ ସଂପୂର୍ଣ୍ଣ ବାରଣ କରାଯାଉଛି।

ରଥ ଉପରେ ମୋବାଇଲ ନିଷେଧ, ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

About the Author