• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ଆଜିର ରାଶିଫଳ: ଏହି ଦୁଇ ରାଶି ପାଇଁ ଘାତବାର, କଷ୍ଟରେ କଟିପାରେ ଦିନ

ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀମାନଙ୍କ  ସହ ମଧୁରତା ଦେଖା ଦେବ ।

ଆଜିର ରାଶିଫଳ: ଏହି ଦୁଇ ରାଶି ପାଇଁ ଘାତବାର, କଷ୍ଟରେ କଟିପାରେ ଦିନ
ପ୍ରତିକାତ୍ମକ ଫଟୋ

ମେଷ: ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସ୍ୱାସ୍ଥ୍ୟ ସଚେତନ ହେବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ ।

ବୃଷ: ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀମାନଙ୍କ  ସହ ମଧୁରତା ଦେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତିରେ କଟିବ ।

ମିଥୁନ: ପ୍ରତେକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି  ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । ମାଙ୍ଗଳିକ କାର୍ଯ୍ୟରେ  ଯୋଗ ଦେବେ । ଦୂର ଯାତ୍ରା ଶୁଭମୟ ହେବ ।

Also Read: Raj Kundra Case: ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା ପାଇଁ ଡାକିବ ପୋଲିସ

ସିଂହ: ଶରୀର ସୁସ୍ଥ  ରହିବ ।  ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସାଭାଜନେ ହେବେ । ବ୍ୟବସାୟରେ ପୁଞି ନିବେଶ କରିବେ ।

କନ୍ୟା: ମନ ପ୍ରସନ୍ନ ରହିବ । ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ । ଲିଖନ ପଠନରେ ଅଧିକାଂଶ ସମୟ ବିତିବ । ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।

ତୁଳା: ମନ ଅସ୍ଥିର ରହିବ । ଆୟା ବାଧାପ୍ରତ୍ତ ହେବ । ପଡୋଶୀ ମାନଙ୍କ  ସହ ମନାନ୍ତର ହେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ ।  ବ୍ୟବସାୟ ସ୍ୱଳ୍ପ ଲାଭ ହେବ । ପାରିବାରିକ ଜୀବନ ଶାନ୍ତ ରେ କଟିବ ।

ବିଛା: ଦିନଟି ଆପଣଙ୍କ ପାଇଁ ଶୁଭଆଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଦୁ ବାନ୍ଦବଙ୍କ ସହ ଦିନଟି କାଟିବେ । ଆୟ ଅପରିବତ୍ତିତ ରହିବ ।ଅପରାହ୍ନରେ ଦୂର  ଯାତ୍ରା କରିବେ ।

Also Read: IPS ଅଫିସରଙ୍କ ଟ୍ୱିଟ୍; 'ପତ୍ନୀ ଜଲେବି ଖାଇବାକୁ ଦେଉ ନାହାନ୍ତି'.., ପତ୍ନୀ କହିଲେ,'ଆଜି ତୁମେ.....'

ଧନୁ: ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ  ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ

ମକର: କର୍ମ କ୍ଷେତ୍ରରେ ଉଛାହ ସହ ସମତ୍ତ କାର୍ଯ୍ୟ କରିବେ । ଆୟ ଅପରିବତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।

କୁମ୍ଭ: ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନୀତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ । ମନ ଭାରାକ୍ରାନ୍ତ ରହିବ । ଆୟ ବାଧା ପ୍ରାପ୍ତ ହେବ ।

ମୀନ: ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ ସୁସମ୍ବାଦ ପ୍ରାପ୍ତ ହେବ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହୁଛି ।