ଆଜିର ରାଶିଫଳ: ଏହି ଦୁଇ ରାଶି ରୁହନ୍ତୁ ଅଧିକ ସତର୍କ, ନଚେତ ଘଟିପାରେ ବଡ ଅଘଟଣ
Advertisement

ଆଜିର ରାଶିଫଳ: ଏହି ଦୁଇ ରାଶି ରୁହନ୍ତୁ ଅଧିକ ସତର୍କ, ନଚେତ ଘଟିପାରେ ବଡ ଅଘଟଣ

ବୈଶାଖ, କୃଷ୍ଣ ପକ୍ଷ। ଚନ୍ଦ୍ର: ମକର ରାଶିରେ ଆହୋରାତ୍ର। ତିଥି :ସପ୍ତମି, ୦୧:୩୯ ଗତେ ଅଷ୍ଟମୀ। ନକ୍ଷତ୍ର: ଉତରାସାଢା, ଦିବା ୦୮:୨୨ ଗତେ ଶ୍ରବଣ। ରାହୁକାଳ: ୦୬:୫୬ରୁ ୦୮:୩୨ , ଶୁଭସମୟ: ୧୦:୩୦ରୁ ୦୧:୦୦ , ଘାତଚନ୍ଦ୍ର: ସିଂହ ରାଶିର , ଘାତବାର: ମିଥୁନ ରାଶିର

ପ୍ରତିକାତ୍ମକ ଫଟୋ

ବୈଶାଖ, କୃଷ୍ଣ ପକ୍ଷ। ଚନ୍ଦ୍ର: ମକର ରାଶିରେ ଆହୋରାତ୍ର। ତିଥି :ସପ୍ତମି, ୦୧:୩୯ ଗତେ ଅଷ୍ଟମୀ। ନକ୍ଷତ୍ର: ଉତରାସାଢା, ଦିବା ୦୮:୨୨ ଗତେ ଶ୍ରବଣ। ରାହୁକାଳ: ୦୬:୫୬ରୁ ୦୮:୩୨ , ଶୁଭସମୟ: ୧୦:୩୦ରୁ ୦୧:୦୦ , ଘାତଚନ୍ଦ୍ର: ସିଂହ ରାଶିର , ଘାତବାର: ମିଥୁନ ରାଶିର

ମେଷ: ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର‌୍ୟ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।  

ବୃଷ: ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ସହ କାର‌୍ୟ୍ୟ ତୁଳାଇବେ । ଅକସ୍ମାତ ସୁସମ୍ବାଦ ପ୍ରାପ୍ତ ହେବ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହୁଛି ।

ମିଥୁନ: ମନ ବିଷର୍ଣ୍ଣ ରହିବ । କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।  

Also Read: ଆଜିଠାରୁ ଦେଶରେ ବଡ ପରିବର୍ତ୍ତନ, ଲାଗୁ ହେବ ଏହି ନିୟମ

କର୍କଟ: ସ୍ୱାସ୍ଥ୍ୟ ସଚେତନ ହେବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଅର୍ଥ ଓ ସମ୍ମାନ ମିଳିବ । ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ ।  

ସିଂହ: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର‌୍ୟ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି ।

 କନ୍ୟା: ଦୃଢମନୋବଳ ଯୋଗୁଁ ପ୍ରତିଟି କାର‌୍ୟ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର‌୍ୟ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।  

Also Read: Guinness World Record କଲା ଆମ୍ବ; ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ତୁଳା: ଜୀବନ ଆନନ୍ଦମୟ ହେବ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ  

ବିଛା: ହସ ଖୁସିରେ ଦିନ ଅତିବାହିତ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ । ଦୂରଯାତ୍ରା ସଫଳ ହେବ ।  

ଧନୁ: ଉତ୍ତମ ଆୟ  ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ । 

Also Read: ଓଡି଼ଶା Banking ସମୟରେ ପରିବର୍ତ୍ତନ

ମକର: ମନ ପ୍ରସନ୍ନ ରହିବ । ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ । ଲିଖନ ପଠନରେ ଅଧିକାଂଶ ସମୟ ବିତିବ । ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।  

କୁମ୍ଭ: କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଅବ୍ୟାହତ ରହିବ । ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି । ଉଚ୍ଚ ଆସା ସଫଳ ହେବ । ପାରିବାରିକ ଜୀବନ ଭୋଗବିଳାସରେ କଟିବ ।  

ମୀନ: ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ