December 2025 Horoscope: ଡିସେମ୍ବରରେ ନିଜ ସ୍ଥିତି ବଦଳାଉଛନ୍ତି ୫ ଗ୍ରହ, ଚମକିବ ଏହି ସବୁ ରାଶିମାନଙ୍କର ଭାଗ୍ୟ! ହୋଇଯିବେ ମାଲାମାଲ

Written ByJagdish Barik
Published: Nov 19, 2025, 05:12 PM IST|Updated: Nov 19, 2025, 05:13 PM IST

December 2025 Horoscope: ଅନେକ ଗ୍ରହ ଡିସେମ୍ବରରେ ନିଜ ନିଜର ରାଶି ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ମାସରେ ବୃହସ୍ପତି, ମଙ୍ଗଳ ଗ୍ରହରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଏହି ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ମାସ ଆରମ୍ଭରେ ଅର୍ଥାତ୍ ୫ ଡିସେମ୍ବରରେ ଦେବଗୁରୁ ବୃହସ୍ପତି ମିଥୁନରେ ଗୋଚର କରିବେ। ଗ୍ରହମାନଙ୍କର ସ୍ଥିତିରେ ଏହି ସବୁ ପରିବର୍ତ୍ତନ ଯୋଗୁଁ କେତେକ ରାଶିର ଭାଗ୍ୟ ଚମକିପାରେ।

 

December 2025 Horoscope: ଡିସେମ୍ବର ମାସରେ ଅନେକ ଗ୍ରହ ନିଜ ନିଜର ରାଶି ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ମାସରେ ବୃହସ୍ପତି, ମଙ୍ଗଳ ଗ୍ରହରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଏହି ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ମାସ ଆରମ୍ଭରେ ଅର୍ଥାତ୍ ୫ ଡିସେମ୍ବରରେ ଦେବଗୁରୁ ବୃହସ୍ପତି ମିଥୁନରେ ଗୋଚର କରିବେ। ଗ୍ରହମାନଙ୍କର ସେନାପତି ମଙ୍ଗଳ ଡିସେମ୍ବର ୭ ତାରିଖରେ ଧନୁ ରାଶିରେ ଗୋଚର କରିବେ। ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ବିଷୟରେ କହିବାକୁ ଗଲେ ସେ ମାସରେ ଦୁଇଥର ରାଶି ପରିବର୍ତ୍ତନ କରନ୍ତି। ଏଭଳି ପରିସ୍ଥିତିରେ ସେ ଡିସେମ୍ବର ମାସରେ ବିଛା ଏବଂ ଧନୁ ରାଶିରେ ରହିବେ। ଗ୍ରହମାନଙ୍କର ସ୍ଥିତିରେ ଏହି ସବୁ ପରିବର୍ତ୍ତନ ଯୋଗୁଁ କେତେକ ରାଶିନର ଭାଗ୍ୟ ଚମକିପାରେ।