Horoscope 16 April 2025: ୧୬ ଏପ୍ରିଲରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Written ByJagdish Barik
Published: Apr 15, 2025, 07:34 PM IST|Updated: Apr 15, 2025, 07:36 PM IST

Rashifal 16 April 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୬ ଏପ୍ରିଲ ୨୦୨୫ ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୬ ଏପ୍ରିଲ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।

 

Horoscope 16 April 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୬ ଏପ୍ରିଲ ୨୦୨୫ ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୬ ଏପ୍ରିଲ ବୁଧବାର ଦିନ କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୧୬ ଏପ୍ରିଲ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଭଲ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।