Advertisement
Photo Details/zeeodisha/odisha2690284
Zee OdishaPhotosShukra Gochar 2025: ବୃହସ୍ପତିଙ୍କ ରାଶିରେ ଶୁକ୍ରଙ୍କ ପ୍ରଭାବ, ଚୈତ୍ର ନବରାତ୍ରୀ ପୂର୍ବରୁ ୩ ରାଶିର ଫିଟିବ ଭାଗ୍ୟ
photoDetails0hindi

Shukra Gochar 2025: ବୃହସ୍ପତିଙ୍କ ରାଶିରେ ଶୁକ୍ରଙ୍କ ପ୍ରଭାବ, ଚୈତ୍ର ନବରାତ୍ରୀ ପୂର୍ବରୁ ୩ ରାଶିର ଫିଟିବ ଭାଗ୍ୟ

venus transit: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଧନ ଏବଂ ସମୃଦ୍ଧିର ଦାତା ଶୁକ୍ର ମୀନ ରାଶିରେ ଉଦୟ ହେବେ ।  ଯାହା ପ୍ରଭାବରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣିଦେବ ।

1/4

ବୃଷ ରାଶି

ଶୁକ୍ରଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆପଣ କରିଥିବା ଯୋଜନା ଉପଯୋଗୀ ହୋଇପାରେ। ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି। ମାନ ସମ୍ମାନ ବଢିବାକୁ ଲାଗିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ।

2/4

ସିଂହ ରାଶି

ଆପଣଙ୍କ ପାଇଁ ସମୟ ଭଲ ରହିବ। ଧନ ବୃଦ୍ଧି କାରଣରୁ ଆର୍ଥିକ ସ୍ଥିତି ସୁଦୃଢ ହେବ । ଚାକିରି କ୍ଷେତ୍ରରେ ସକରାତ୍ମକ ଫଳାଫଳ ପାଇବେ । ବ୍ୟବସାୟୀମାନେ ଲାଭବାନ ହେବାର ସୁଯୋଗ ପାଇବେ । ସମାଜିକ ଜୀବନରେ ମାନ ସମ୍ମାନ ମିଳିବ । ପରିବାର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ ।

3/4

କୁମ୍ଭ ରାଶି

ଆପଣଙ୍କ ପାଇଁ ଏହା ଶୁଭ ସମୟ । ବାଦ ବିବାଦ ଥିଲେ ତାହାର ସମାଧାନ ହୋଇପାରିବ। ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ଅନାବଶ୍ୟକ ଚାପରୁ ଆପଣ ଦୂରରେ ରହିବା ଆବଶ୍ୟକ । ମନ ଖୁସି ହେବ। ଖର୍ଚ୍ଚ ଉପରେ ଅଂକୁଶ ଲଗାଇବା ଉଚିତ । ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଜୀବନ ସୁଖମୟ ହେବ ।

4/4

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।