Lucky Zodiac Sign: ୧୬ ଜାନୁଆରୀରେ ଗଜକେଶରୀ ଓ ଆୟୁଷ୍ମାନ ଯୋଗ, ୫ ରାଶିକୁ ଲାଭ

Published: Jan 16, 2025, 12:01 AM IST|Updated: Jan 16, 2025, 12:01 AM IST

Top 5 Lucky Zodiac Sign, 16 January 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି ।

Top 5 Lucky Zodiac Sign, 16 January 2025: ୧୬ ଜାନୁଆରୀ ଗୁରୁବାର ଦିନ ବୃହସ୍ପତି ବୃଷ ରାଶିରେ ରହିବେ । ଚନ୍ଦ୍ର କର୍କଟ ରାଶିରୁ ବାହାରି ସିଂହ ରାଶିରେ ସଞ୍ଚାର କରିବେ । ଚନ୍ଦ୍ର ଏବଂ ବୃହସ୍ପତି ମିଶି ଗଜକେଶରୀ ଯୋଗ ଗଠନ କରିବେ। ଏଥିସଗ ଆୟୁଷ୍ମାନ ଯୋଗ ମଧ୍ୟ ଗଠନ ହେବ।