Lucky Zodiac Sign: ୧୯ ମଇରେ ୫ ଟି ରାଶିକୁ ଆର୍ଥିକ ଲାଭ

Published: May 18, 2026, 09:37 PM IST|Updated: May 18, 2026, 09:37 PM IST

Lucky Zodiac Sign: ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ଅନୁସାରେ, ୧୯ ମଇ, ୨୦୨୬ ରେ ଅନେକ ଶୁଭ ଯୋଗ ଗଠନ ହେବାକୁ ଯାଉଛି ।

Lucky Zodiac Sign: ୧୯ ମଇ, ୨୦୨୬ ମଙ୍ଗଳବାର ତୃତୀୟା ତିଥିରେ ଶୁଭ ରବି ଯୋଗ ଗଠନ ହେଉଛି । ମିଥୁନ ରାଶିରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି । ଚନ୍ଦ୍ର ଶୁକ୍ର ଏବଂ ବୃହସ୍ପତିଙ୍କ ସହିତ ମିଶି ଏହି ତ୍ରିଗ୍ରାହୀ ଯୋଗ ଗଠନ କରୁଛନ୍ତି । ଚନ୍ଦ୍ର ଏବଂ ବୃହସ୍ପତିଙ୍କ ମିଶ୍ରଣରୁ ଶୁଭ ଗଜକେଶରୀ ଯୋଗ ଗଠନ ହେଉଛି । ଚନ୍ଦ୍ର ଏବଂ ଶୁକ୍ରଙ୍କ ମିଶ୍ରଣରୁ କଳାନିଧି ଯୋଗ ସୃଷ୍ଟି ହେଉଛି। ବୁଧ ଏବଂ ସୂର୍ଯ୍ୟଙ୍କ ମିଶ୍ରଣ ଦ୍ୱାରା ଗଠିତ ବୁଦ୍ଧାଦିତ୍ୟ ଯୋଗ ବୃଷ ରାଶିରେ ପ୍ରଭାବଶାଳୀ ହେଉଛି ।