Horoscope Today 16th june 2025 : ମହାଦେବଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆପଣଙ୍କ ରାଶିଫଳ

Published: Jun 16, 2025, 06:44 AM IST|Updated: Jun 16, 2025, 06:44 AM IST

Horoscope Today 16th june 2025 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ ୧୬ ତାରିଖ ହେଉଛି ସୋମବାର। ଗ୍ରହମାନଙ୍କର ଚଳନ ହେତୁ ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ମହାଦେବଙ୍କ ଆଶିର୍ବାଦରୁ ମେଷ, ସିଂହ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...