Horoscope Today 16th October 2025 : ଦୀପାବଳି ପୂର୍ବରୁ ମା' ଲକ୍ଷ୍ମୀଙ୍କ କୃପାରୁ ଚମକିବ ଏହି ସବୁ ରାଶିର ଭାଗ୍ୟ , ପଢନ୍ତୁ ଆପଣଙ୍କ ରାଶିଫଳ

Published: Oct 16, 2025, 06:25 AM IST|Updated: Oct 16, 2025, 06:25 AM IST

Horoscope Today 16th October 2025 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ହେଉଛି ଗୁରୁବାର ଅକ୍ଟୋବର ୧୬ ତାରିଖ। ଗ୍ରହମାନଙ୍କର ଚଳନ ହେତୁ ରାଜଯୋଗ ସୃଷ୍ଟି ହେଉଛି।