Shani Jayanti 2026: ଶନି ଜୟନ୍ତୀରେ ଶୁକ୍ର ଏବଂ ବୁଧ ଗ୍ରହର ଚଳନ! ଏହି ରାଶିକୁ ଧନ ଲାଭ

Published: May 11, 2026, 04:20 PM IST|Updated: May 11, 2026, 04:20 PM IST

Shani Jayanti 2026: ଶନି ଜୟନ୍ତୀରେ ଏକ ଗ୍ରହ ସଂଯୋଜନ ହେବାକୁ ଯାଉଛି । ଯାହା କିଛି ରାଶିର ଜୀବନରେ ହଠାତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। 

Shani Jayanti 2026: ମଇ ୧୬ ତାରିଖରେ ଶନି ଜୟନ୍ତୀ ଏବଂ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ଏହି ପର୍ବର ଠିକ୍ ଦୁଇ ଦିନ ପୂର୍ବରୁ, ଶୁକ୍ର ଏବଂ ବୁଧଙ୍କ ଚଳନ ହେବ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଇ ୧୪ ତାରିଖରେ ଶୁକ୍ର ନିଜ ରାଶିରେ ଚଳନ କରିବେ ଏବଂ ମଇ ୧୫ ତାରିଖରେ ବୁଧ ମଧ୍ୟ ବୃଷ ରାଶିରେ ଚଳନ କରିବେ। ଏହି ଗତି ଶନି ଜୟନ୍ତୀରେ ସ୍ୱତନ୍ତ୍ର ପ୍ରଭାବ ପକାଇବ।