ପଞ୍ଚୁକରେ ଶୁକ୍ର-ଶନି ମିଶି ସୃଷ୍ଟି କରୁଛନ୍ତି ଷଡ଼ାଷ୍ଟକ ରାଜଯୋଗ, ୭ ରାଶିଙ୍କ ଭାଗ୍ୟରେ ଧନ ବର୍ଷା

Published: Nov 03, 2025, 09:30 AM IST|Updated: Nov 03, 2025, 09:30 AM IST

Shadastaka Rajyoga: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩ ନଭେମ୍ବର ୨୦୨୫ରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଶୁକ୍ର ଏବଂ ଶନି ମିଶି ଷଡାଷ୍ଟକ ଦୃଷ୍ଟି ରାଜଯୋଗ ସୃଷ୍ଟି କରୁଛନ୍ତି। ଏହାକୁ ଏକ ବିରଳ ଏବଂ ପ୍ରଭାବଶାଳୀ ସଂଯୋଗ ଭାବରେ ବିବେଚନା କରାଯାଏ।