ମା' ମୃତଦେହ ପାଖରେ ତିନିଦିନ ଅଖିଆ ଅପିଆ ଥିଲା ୫ ବର୍ଷର ଶିଶୁକନ୍ୟା

ମା ର ମୃତ୍ୟୁ ହୋଇଥିବା ମହିଳାଙ୍କ ୫ ବର୍ଷର ଝିଅ ସ୍ଥାନୀୟ ଲୋକଙ୍କୁ ଏହି ବିଷୟରେ କହିଥିଲେ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମା' ମୃତଦେହ ପାଖରେ ତିନିଦିନ ଅଖିଆ ଅପିଆ ଥିଲା ୫ ବର୍ଷର ଶିଶୁକନ୍ୟା

About the Author