ବର୍ଷାରେ ବେହାଲ କଂଟାବାଞ୍ଜି: ରାସ୍ତା ଉପରେ ୪ ଫୁଟର ପାଣି, ଗାଡି ଚଳାଚଳ ବ୍ୟାଘାତ

ବର୍ଷାର ପ୍ରଭାବରେ କଂଟାବାଞ୍ଜିରୁ ବଲାଙ୍ଗିର ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥ କୁର୍ଲି ଗାଁ ନିକଟ ରାସ୍ତା ଉପରେ ୪ ଫୁଟରୁ ଅଧିକ ପାଣି ଯାଉଥିଲା ।

ବର୍ଷାରେ ବେହାଲ କଂଟାବାଞ୍ଜି: ରାସ୍ତା ଉପରେ ୪ ଫୁଟର ପାଣି, ଗାଡି ଚଳାଚଳ ବ୍ୟାଘାତ
Image Credit: ପ୍ରତୀକାତ୍ମକ ଫଟୋ

About the Author