ରେଳରେ ପ୍ରସବ କଲେ ମହିଳା, ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି

ଟ୍ରେନର ପ୍ରସବ ଖବର ଜଣାପଡ଼ିବା ପରେ ତୁରନ୍ତ ରେଳ ବିଭାଗ ପକ୍ଷରୁ ମହିଳାଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଆଉ ଏଥିପାଇଁ ଟିଟିଲାଗଡ଼ରେ ରଖିଥିଲା ଟ୍ରେନ ।

ରେଳରେ ପ୍ରସବ କଲେ ମହିଳା, ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author