ବାଲେଶ୍ୱରରେ ୨ ନର୍ସଙ୍କୁ କୋରୋନା, କୋଭିଡ୍ ହସ୍ପିଟାଲରେ ଥିଲେ କାର୍ଯ୍ୟରତ

ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱରରେ ୨ ନର୍ସଙ୍କୁ କୋରୋନା, କୋଭିଡ୍ ହସ୍ପିଟାଲରେ ଥିଲେ କାର୍ଯ୍ୟରତ
Image Credit: ପ୍ରତୀକାତ୍ମକ ଫଟୋ

About the Author