ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ

ସୋର ବ୍ଲକ ସାଉଡ଼ ମନ୍ଦିରରେ ଏହି ଘଟଣା ଘଟିଛି । ଯାହା ଜଣାପଡ଼ିଛି, ପୂଜକ କମଳା ପଣ୍ଡାଙ୍କ ସହ ଅଭିଯୁକ୍ତ ଶୁକଦେବର ପୂର୍ବ ଶତ୍ରୁତା ଥିଲା ।

ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author