close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଦାୟ ନେବେ ମାଆ କାଳୁଆ ଦେବୀ

ବିଦାୟ ନେବେ ମାଆ କାଳୁଆ ଦେବୀ

ଗୋଶାଣୀନୂଆଗାଁ ଅଞ୍ଚଳରେ ବେଶ ଯାକଯମରେ ସହକାରରେ ଚାଲିଛି ମାଆ କାଳୁଆ ଦେବୀଙ୍କ ଯାତ୍ରା । ମାଙ୍କ ଯାତ୍ରାକୁ ନେଇ ଚଳ ଚଞ୍ଚଳ ଗାଁ ଦାଣ୍ଡ । ଭକ୍ତଙ୍କ ଗହଳି ଚହଳି ସାଙ୍ଗକୁ ଝିଲି ମିଲି ଆଲୋକ ମାଳାରେ ଝଲସି ଉଠୁଛି ପୁରା ପରିବେଶ । ଅମାବାସ୍ୟା ଠାରୁ  କୁମାର ପୁର୍ଣିମା ପର୍ଯ୍ୟନ୍ତ ମାଆ ଆସ୍ଥାୟୀ ମଣ୍ଡପ ରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଏଥିଲାଗି ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ମାଆଙ୍କ ଦର୍ଶନ ମୀନା ବଜାରର ମଜା ନେଉଛନ୍ତି ଲୋକେ । ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସହ ଆଶୀର୍ବାଦ ନେବାକୁ ଭୁଲୁନାହାନ୍ତି  ପିଲା ଠୁ ବୁଢ଼ା । କୁମାର ପୂର୍ଣ୍ଣିମା ମଧ୍ୟ ରାତ୍ରିରେ ମାଆ କାଳୁଆ  ଦେବୀ ମେଲାଣି ନେବେ । ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଆ ମୁଖ୍ୟ ମନ୍ଦିରକୁ

Oct 13, 2019, 06:43 PM IST
ତିତିଲିକୁ ପୂରିଲା ବର୍ଷେ ; ସେଦିନର କାଳରାତ୍ରୀ, ଅନେକ ସିଂହରଣ ସୃଷ୍ଟିକରେ....

ତିତିଲିକୁ ପୂରିଲା ବର୍ଷେ ; ସେଦିନର କାଳରାତ୍ରୀ, ଅନେକ ସିଂହରଣ ସୃଷ୍ଟିକରେ....

ମନେପଡେ ସେହି କାଳ ରାତ୍ରୀ, ଯାହାକୁ ପୁରିଛି ଗୋଟିଏ ବର୍ଷ ଽ ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ତାଣ୍ଡବ ରଚିଥିଲା ମହାବାତ୍ୟା ତିତିଲି, ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା । ତିତିଲିର ଗୋଟିଏ ବର୍ଷ ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଏବେ ବି ସୁଧିରିନାହିଁ...

Oct 11, 2019, 01:07 AM IST
ଧୋକା ଦେଲା ଜିଓ! ଏଣିକି ଜିଓରୁ ଅନ୍ୟ କୌଣସି ନେଟୱର୍କକୁ କଲ୍ କଲେ ମିନିଟକୁ କଟିବ ୬ପଇସା

ଧୋକା ଦେଲା ଜିଓ! ଏଣିକି ଜିଓରୁ ଅନ୍ୟ କୌଣସି ନେଟୱର୍କକୁ କଲ୍ କଲେ ମିନିଟକୁ କଟିବ ୬ପଇସା

ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏଣିକି ଜିଓ ନମ୍ୱରରୁ ଅନ୍ୟ ନମ୍ୱରକୁ କଲ କଲେ ଲାଗିବ ଚାର୍ଜ । ଏନେଇ ଏକ ବଡ଼ ଘୋଷଣା କରିଛି ଜିଓ କମ୍ପାନୀ । ବର୍ତ୍ତମାନ ଜିଓ କମ୍ପାନୀ ଉପରେ ୧୩ ହଜାର ୫୦୦ କୋଟି ଟଙ୍କାର ବୋଝ ପଡ଼ିଛି । ହେଲେ ଜିଓ ପୂର୍ବରୁ କେବେ ଅଫର ଦେବାରେ ଲୋକଙ୍କୁ ହତାସ କରି ନ ଥିଲା, ବର୍ତ୍ତମାନ ମଧ୍ୟ ଜାରି କରିଛି କିଛି ଆକର୍ଷଣୀୟ ଅଫର, ଯାହାକି ଦର୍ଶକଙ୍କୁ ପସନ୍ଦ ଆସିପାରେ ।

Oct 10, 2019, 12:47 AM IST
ଦଶହରାରେ ଝଲସୁଛି ରେଶମ ସହର

ଦଶହରାରେ ଝଲସୁଛି ରେଶମ ସହର

ବ୍ରହ୍ମପୁରରେ ଦୁର୍ଗାପୂଜା ପୂଜା କମିଟି ମଧ୍ୟରେ ଚାଲିଛି ପ୍ରତିଯୋଗିତା  ୬୩ ବର୍ଷରେ ପଦାର୍ପଣ କରିଛି ବିଜିପୁର ମେଢ଼ ୬୭ ବର୍ଷ ହେଲା ପୂଜା କରିଆସୁଛି କମାପଲୀ ପୂଜା କମିଟି

Oct 8, 2019, 01:54 PM IST
ଉଡ଼ିବ ରଙ୍ଗେଇଲୁଣ୍ଡା !

ଉଡ଼ିବ ରଙ୍ଗେଇଲୁଣ୍ଡା !

ଆକାଶରେ ଉଡ଼ିବ ରଙ୍ଗେଇଲୁଣ୍ଡା । ବଦଳିବ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ଭାଗ୍ୟ । 

Oct 8, 2019, 01:34 PM IST
ଏଇଠି ଗାଧୋଉଥିଲେ ମହାବଳି ବାଳି

ଏଇଠି ଗାଧୋଉଥିଲେ ମହାବଳି ବାଳି

ମାଲକାନଗିରି ସହର ମଝିରେ ଅବସ୍ଥିତ ବାଲିସାଗର ବନ୍ଧ । ପୁରାଣ ସହ ଜଡ଼ିତ ଏହି ପୌରାଣିକ ବନ୍ଧ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । 

Oct 7, 2019, 07:00 PM IST