19 OPS Officers Transferred: ଓଡ଼ିଶା ଗୃହ ବିଭାଗ ରାଜ୍ୟ ସାରା ୧୯ ଜଣ OPS (SB) ଅଧିକାରୀଙ୍କୁ ବଦଳି କରିବା ପାଇଁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ପୋଲିସ ଅଧିକ୍ଷକ (SP) ଆଲୋକ କୁମାର ଜେନା ଏବେ ବ୍ରହ୍ମପୁରର ଅତିରିକ୍ତ SP ହେବେ।
Trending Photos
)
19 OPS Officers Transferred: ଓଡ଼ିଶା ଗୃହ ବିଭାଗ ରାଜ୍ୟ ସାରା ୧୯ ଜଣ OPS (SB) ଅଧିକାରୀଙ୍କୁ ବଦଳି କରିବା ପାଇଁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ପୋଲିସ ଅଧିକ୍ଷକ ଆଲୋକ କୁମାର ଜେନା ଏବେ ବ୍ରହ୍ମପୁରର ଅତିରିକ୍ତ SP ହେବେ।
ବ୍ରହ୍ମପୁରର ବିଦାୟୀ ଅତିରିକ୍ତ SP ସୀମା ସ୍ୱାଇଁଙ୍କୁ ତାଳଚେର ଆଇଜିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ସ୍ୱସ୍ତିକ ପଣ୍ଡା ଭିଜିଲାନ୍ସ ସଂଗଠନରେ ଯୋଗଦେବେ। ଯେତେବେଳେ କି ସୌରଭ ଓଟ୍ଟାଙ୍କୁ କଟକର ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ସେହିପରି ଇନ୍ଦୁରେଖା ପଶ୍ଚିମକାବାଟାଙ୍କୁ ଢେଙ୍କାନାଳରେ IUCAWର ଅତିରିକ୍ତ SP ଭାବେ ନିଯୁକ୍ତି ଦିଆଯାଇଛି। ଯେତେବେଳେ କି ଅମ୍ରିତ କୁମାର ପଣ୍ଡାଙ୍କୁ ବଲାଙ୍ଗୀରରେ IUCAWର ଅତିରିକ୍ତ SP ନିଯୁକ୍ତି ଦିଆଯାଇଛି।
ଏଠାରେ ଦେଖନ୍ତୁ ବଦଳି ହୋଇଥିବା ଅଧିକାରୀଙ୍କ ତାଲିକା: