• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Berhampur
  • /ସହିପାରିଲେନି ଅଭିନେତାଙ୍କ ମୃତ୍ୟୁ, ବାଛିନେଲେ ଆତ୍ମହତ୍ୟାର ରାସ୍ତା

ସହିପାରିଲେନି ଅଭିନେତାଙ୍କ ମୃତ୍ୟୁ, ବାଛିନେଲେ ଆତ୍ମହତ୍ୟାର ରାସ୍ତା

ବ୍ରହ୍ମପୁରରେ ଅଭାବନୀୟ ଘଟଣା

Edited ByZee Odisha Desk
Published: Jul 06, 2020, 11:04 AM IST|Updated: Jul 06, 2020, 11:04 AM IST
joinshare
ସହିପାରିଲେନି ଅଭିନେତାଙ୍କ ମୃତ୍ୟୁ, ବାଛିନେଲେ ଆତ୍ମହତ୍ୟାର ରାସ୍ତା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ଲଗାଣ ବର୍ଷାରେ ବେହାଲ୍ ରାଜଧାନୀ, ହାତୀ ଆକ୍ରମଣରେ ୪ ଗୁରୁତର ଓ ଅନ୍ୟ ଖବର

    Top 10 News: ଲଗାଣ ବର୍ଷାରେ ବେହାଲ୍ ରାଜଧାନୀ, ହାତୀ ଆକ୍ରମଣରେ ୪ ଗୁରୁତର ଓ ଅନ୍ୟ ଖବର

    2

    Building Collapse: ବର୍ଷାରେ ଭୁଶୁଡ଼ିଲା କୋଠା; ୬ ମୃତ

    3

    ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ଜନଜୀବନ ପ୍ରଭାବିତ

    4

    Crude Oil Price: ଇରାନ-ଓମାନ ଆଲୋଚନା ପରେ ଅଶୋଧିତ ତୈଳ ଦର ହ୍ରାସ !

    5

    India Post Vacancy 2026: ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ସରକାରୀ ଚାକିରି ସୁଯୋଗ

    ବ୍ରହ୍ମପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ  ମୃତ୍ୟୁକୁ ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ମାତ୍ର ତାଙ୍କର ମୃତ୍ୟୁ ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ସୁଶାନ୍ତଙ୍କ ଫ୍ୟାନ ତଥା ପ୍ରଶଂସକ। ତାଙ୍କର ମୃତ୍ୟୁରେ ସମଗ୍ର ଦେଶରେ କିଛି ପ୍ରଶଂସକ ବେଶ ଭାଙ୍ଗି ପଡ଼ିଥିବା ବେଳେ କିଛି ପ୍ରଶଂସକ ଆତ୍ମହତ୍ୟାର ରାସ୍ତାକୁ ବାଛି ନେଇଛନ୍ତି। ପୂର୍ବରୁ ଦେଶରେ ବିଭିନ୍ନ ସ୍ଥାନରେ ତାଙ୍କ ପ୍ରଶଂସକ ଆତ୍ମହତ୍ୟା କରିଥିବା ବେଳେ ଆଜି ଆଉ ଜଣେ ପ୍ରଶଂସକ ବ୍ରହ୍ମପୁରରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। 

    ଘଟଣାଟି ଗଞ୍ଜାମ ଜିଲା ଚିକିଟି ବ୍ଲକର ନାବାଳିକା ସିଏଚ୍‌ ମମତା। ଘଟଣାର ୧୭ ଦିନ ପରେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମମତା କେ ।ନୂଆଗାଁ ଥାନା ଅନ୍ତର୍ଗତ ମହିଶାନପୁର ଗ୍ରାମର ସିଏଚ୍‌ ନରସିଂହ ଙ୍କ ଝିଅ ବୋଲି ଜଣାପଡିଛି । ମୃତଦେହ ଜବତକରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। 

    ମମତା ନବମ ଶ୍ରେଣୀ ଛାତ୍ରୀ ଥିବା ବେଳେ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସେ ତାଙ୍କ ମା’ସିଏଚ। ଶଶୀ, ଭଉଣୀ ଓ ସାଙ୍ଗମାନଙ୍କୁ ପୂର୍ବରୁ ଅନେକ ପ୍ରଶ୍ନ ପଚାରିଥିଲେ। ଏପରି ସେଥିପାଇଁ ସେ ଚିନ୍ତିତ ରହୁଥିଲେ । ନାବାଳିକାଙ୍କ ମୃତ୍ୟୁ ପରେ ମା’ଙ୍କ ଠାରୁ ଫିଟିଛି ଆତ୍ମହତ୍ୟାର ଗୁମର।

    ପ୍ରକାଶ ଯେ, ଗତ ଜୁନ ୧୮ ତାରିଖ ସକାଳେ ମମତା ଘରର ଉପର ମହଲାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ତଳ ମହଲାକୁ ଆସି ନ ଥିଲେ । ପରେ ତାଙ୍କ ମା’ଉପର ମହଲାକୁ ଯାଇ ଦେଖିବା ବେଳେ ମମତା ନିଜ ବେକରେ ଓଢ଼ଣୀ ଲଗାଇ ଝୁଲୁଛି । ଏଣୁ ଝିଅ ବଞ୍ଚିଥିବା ଭାବି ପରିବାର ଲୋକଙ୍କ ସହାୟତାରେ ମମତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ନାବାଳିକା ଜଣଙ୍କ ମେଡିକାଲରେ ଶିଶୁ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ।

    Add Zee News as a Preferred Source
    TAGS:
    Suicide
    berhampur news
    Sushant Singh Rajput
    Actor
    student