• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Berhampur
  • /ଗଞ୍ଜାମ ଲୋକଙ୍କୁ ଭୁବନେଶ୍ୱର ମନା

ଗଞ୍ଜାମ ଲୋକଙ୍କୁ ଭୁବନେଶ୍ୱର ମନା

ସେହିପରି କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡିକୁ ବନ୍ଦ କରାଯାଇଛି ।

Edited ByZee Odisha Desk
Published: Jul 08, 2020, 11:17 AM IST|Updated: Jul 08, 2020, 11:17 AM IST
joinshare
ଗଞ୍ଜାମ ଲୋକଙ୍କୁ ଭୁବନେଶ୍ୱର ମନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    2

    Odisha Governor: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଓଡିଶାର ରାଜ୍ୟପାଳ

    3

    Mahananda Express Accident:ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ, ଜାଣନ୍ତୁ ବଡ଼ ଅପଡେଟ୍!

    4

    Liquor Death: ବିଶାକ୍ତ ମଦ ପିଇ ୧୨ ମୃତ,ଏକାଧିକ ଗୁରୁତରଙ୍କୁ ମେଡି଼କାଲରେ ଭର୍ତ୍ତି

    5

    ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର: PUCC, ଇନ୍‌ସୁରାନ୍ସ ଓ ପେଣ୍ଡିଂ ଚାଲାଣ ଉପରେ ଇ-ଡିଟେକ୍ସନ୍‌ରେ କଡ

    ବ୍ରହ୍ମପୁର: ଗତ କିଛି ଦିନ ହେଲା ଗଞ୍ଜାମରେ ତୀବ୍ର ଗତିରେ କୋରୋନା କାୟା ବିସ୍ତାର କରୁଛି । ପ୍ରତ୍ୟେକ ଦିନ ଶହ ଶହ ନୂଆ ମାମଲା ସାମ୍ନାକୁ ଆସୁଛି । ଓଡ଼ିଶାର ହଟସ୍ପଟ ପାଲଟିଥିବା ଏହି ଜିଲ୍ଲାରେ କୋରୋନାକୁ ନିୟନ୍ତ୍ରଣ କରିବା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମବାସୀଙ୍କୁ ଭୁବନେଶ୍ୱର ଯିବା ଉପରେ ରୋକ ଲଗାଇବାକୁ ଯାଇ ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । 

    ସେହିପରି କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡିକୁ ବନ୍ଦ କରାଯାଇଛି । ରେଫେରାଲ କିମ୍ବା ଗୁରୁତର ରୋଗୀଙ୍କୁ ବାଦ ଦେଲେ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ରୋଗୀଙ୍କ ସହ ଜଣେ ହିଁ ଆଟେନେଣ୍ଡକୁ ପ୍ରବେଶ ନିମନ୍ତେ ଅନୁମତି କରାଯାଉଛି । ବଡ଼ ମେଡ଼ିକାଲର ମୁଖ୍ୟ ଫାଟକକୁ ବାଦ ଦେଲେ ଅନ୍ୟ ସମସ୍ତ ଫାଟକକୁ ସିଲ କରିଛି ପ୍ରଶାସନ । 

    ଅନ୍ୟପଟେ ଜିଲ୍ଲାରେ ଜୋରଦାର ହୋଇଛି କୋରୋନା ଆକ୍ରାନ୍ତ ଚିହ୍ନଟ ପ୍ରକ୍ରିୟା । ଆଜିଠୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସହରାଞ୍ଚଳକୁ ଶଟଡାଉନ କରାଯାଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । 

    Add Zee News as a Preferred Source
    TAGS:
    Coronavirus
    COVID 19
    Bhubaneswar