ଗତ ସପ୍ତାହରେ ଗଞ୍ଜାମରେ ସ୍ୱାଭାବିକ ଠାରୁ ୬୧ ପ୍ରତିଶତ ଅଧିକ ବର୍ଷା

ଗତ ୨୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଲା । ହେଲେ ୨୭/୨୮ ବେଳକୁ ଏହା ଦୁର୍ବଳ ରହିଥିଲା ।

ଗତ ସପ୍ତାହରେ ଗଞ୍ଜାମରେ ସ୍ୱାଭାବିକ ଠାରୁ ୬୧ ପ୍ରତିଶତ ଅଧିକ ବର୍ଷା
Image Credit: ପ୍ରତୀକାତ୍ମକ ଫଟୋ

About the Author